Advertisement

Vande bharat train video

alt
Loco Pilot: ଦେଶର ଅତ୍ୟାଧୁନିକ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ସବୁବେଳେ ଚର୍ଚ୍ଚାରେ ରହିଥାଏ। କେତେବେଳେ ଏହାର ଆଧୁନିକ ସୁବିଧା ପାଇଁ ତ କେତେବେଳେ ପଥର ମାଡ଼ ଘଟଣା। କିନ୍ତୁ ଏବେ ଏମିତି ଏକ ନୂଆ ମାମଲା ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ବନ୍ଦେ ଭାରତ ଟ୍ରେନ୍ କିଏ ଚଲାଇବ ତାକୁ ନେଇ ଦୁଇ ଜଣ ଲୋକୋ ପାଇଲଟ ପରସ୍ପର ସହ ଲଢ଼େଇ ଆରମ୍ଭ କରିଦେଇଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପ୍ଟେମ୍ବର ୨ ରେ ଉଦୟପୁର-ଆଗ୍ରା କ୍ୟାଣ୍ଟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଏହି ଘଟଣା ଘଟିଥିଲା । ଯେତେବେଳେ ଏହି ଟ୍ରେନ୍ କୋଟାରୁ ଗଙ୍ଗାପୁରରେ ପହଞ୍ଚିଲା, ଆଗ୍ରା ରେଳ ଡିଭିଜନର ଡ୍ରାଇଭରମାନେ ଟ୍ରେନକୁ ଆଗ୍ରା ନେବାକୁ ଚାହୁଁଥିଲେ, କିନ୍ତୁ ଗଙ୍ଗାପୁର ସିଟିର ଚାଳକମାନେ ଟ୍ରେନକୁ
Sep 7,2024, 19:52 PM IST

Trending news