Advertisement

Super Cyclone

alt
୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଗୁରବାର । ସେଦିନ ରଚିଥିଲା ପ୍ରଳୟଙ୍କରୀ ବାତ୍ୟା ର ତାଣ୍ଡବ ଲୀଳା। ଉଜୁଡି ଯାଇଥିଲା ଜନଜୀବନ । ସେଦିନ କଥା ମନେ ପଡିଲେ ଏବେବି ଛାତି ଥରିଉଠେ। ଆଖି ଆଗରେ ନାଚି ଯାଏ ସେହି ବିଭତ୍ସ ରୁପ । ହେଲେ ଆଜି କୁ ବିତି ଯାଇଛି ୨୪ ବର୍ଷ, ବଦଳି ଯାଇଛି ଜନଜୀବନ , ସବୁକିଛି ହୋଇ ଯାଇଛି ପରିବର୍ତ୍ତନ। କିନ୍ତୁ ଯଦି କୌଣସି ସମୟରେ ବାତ୍ୟା ହେବାର ସୂଚନା ମିଳେ ଉପକୂଳ ରେ ରହୁଥିବା ବସ୍ତି ବାସିନ୍ଦା ଜୀବନ ବଞ୍ଚାଇବା ପାଇଁ ଧାଇଁ ଯାଆନ୍ତି ବାତ୍ୟା ଆଶ୍ରୟ ସ୍ଥଳୀ ବା ଉଚ୍ଚ ସ୍ଥାନକୁ । ଏହା ଭିତରେ ଚାହୁଁ ଚାହୁଁ ୨୪ ବର୍ଷ ବିତିଗଲା । ହେଲେ ଯେତେବେଳେ ଅକ୍ଟୋବର ୨୯ ତାରିଖ ଆସିଯାଏ , ସେତେବେଳେ ମନେ ପଡେ ୧୯୯୯ ମସିହା ମହାବାତ୍ୟା କଥା । ମନେ ପଡିଯାଏ ଶୁ ଶୁ ଗର୍ଜନ ର ଶବ୍ଦ । ଆଖି ଆଗରେ ନାଚି ଉଠେ ବାତ୍ୟା ର କର
Oct 29,2023, 15:34 PM IST

Trending news