Advertisement

Sachin Tendulkar net worth

alt
Sachin tendulkar Net worth: ମାତ୍ର ୧୬ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିବା ସଚିନ୍ ତିନି ଦଶନ୍ଧିରୁ ଅଧିକ ସମୟ ଧରି କ୍ରିକେଟରେ ରାଜ କରିଥିଲେ। ଏହି କାରଣରୁ ଲୋକେ ସଚିନଙ୍କୁ “କ୍ରିକେଟର ଭଗବାନ” (GOD of cricket )ବୋଲି ଆଖ୍ୟା ମିଳିଛି । କ୍ରିକେଟ୍ ମଇଦାରେ ମାଷ୍ଟର ବ୍ଲାଷ୍ଟର ସଚିନ କେତେ ଯେ ରେକର୍ଡ କରିଛନ୍ତି ତାହାର ହିସାବ କାହା ପାଖରେ ମଧ୍ଯ ନାହିଁ । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ତାଙ୍କ କ୍ରିକେଟ୍ କ୍ୟାରିୟର ମଧ୍ଯରେ ଅନେକ ବିଶ୍ୱ ରେକର୍ଡ (world record) କରିଥିଲେ, ଯାହା ଆଜି ବି ଅବିସ୍ମରଣୀୟ । ତେବେ ସଚିନଙ୍କ (Sachin Tendulkar) ନାଁରେ ଏଭଳି କିଛି ରେର୍କଡ଼ ରହିଛି, ଯାହା ଭାଙ୍ଗିବା କଷ୍ଟସାଧ୍ୟ ନୁହେଁ ଅସମ୍ଭବ । ତେବେ ଖାଲି ଖେଳ ନୁହେଁ ସମ୍ପତ୍ତି ତାଲିକାରେ ମଧ୍ୟ ସଚିନ ସମସ୍ତଙ୍କ ଠାରୁ ଆଗରେ ରହିଛନ୍ତି ।
May 3,2023, 19:13 PM IST

Trending news