Advertisement

Horoscope Prediction 2025

alt
Horoscope Prediction 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ନ୍ୟାୟର ଦେବତା ଶନି କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଛାୟାଗ୍ରହ ରାହୁ ଏବେ ମୀନ ଓ ଦେବଗୁରୁ ବୃହସ୍ପତି ଏବେ ବୃଷ ରାଶିରେ ବିରାଜମାନ ଅଛନ୍ତି। ୨୦୨୫, ଜାନୁଆରୀ  ୨୫ ତାରିଖ ସକାଳ ୬ଟା ୫୦ ମିନିଟ୍ ସମୟରେ ରାହୁ ଓ ବୃହସ୍ପତି ଏକାସାଙ୍ଗରେ କୁମ୍ଭ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଶନି ମହାରାଜ୍ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ତିନି ଗ୍ରହଙ୍କ ମିଳିନ ଶୁଭଯୋଗ ସୃଷ୍ଟି କରୁଛି। ଏହି ଶୁଭଯୋଗ କିଛି ରାଶି ପାଇଁ ବରଦାନ ସାବ୍ୟସ୍ତ ହେବେ। ତେବେ, ଆସନ୍ତୁ ଜାଣିବା ଏହି ୩ ଗ୍ରହର ଶୁଭଦୃଷ୍ଟି କେଉଁସବୁ ରାଶି ଉପରେ ବର୍ଷ ୨୦୨୫ ଶେଷ ପର୍ଯ୍ୟନ୍ତ ରହିବ।...
Oct 23,2024, 8:22 AM IST

Trending news