Advertisement

Dr Damodar Rout

alt
ପାରାଦ୍ବୀପ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକରେ ଯୋଗ ଦେଇଛନ୍ତି ସ୍ବର୍ଗତ ଦାମୋଦର ରାଉତଙ୍କ ବୋହୁ ତଥା ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳୀ ରାଉତରାୟ । କୁଜଙ୍ଗ ସ୍ଥିତ ଏକ ଘରୋଇ ମଣ୍ଡପରେ ଆୟୋଜିତ ସାଙ୍ଗଠନିକ ବୈଠକରେ ବିଧାୟକ ସମ୍ବିତ ରାଉତରାୟ, ପତ୍ନୀ ଗୀତାଞ୍ଜଳୀ ରାଉତରାୟଙ୍କ ସମେତ କୁଜଙ୍ଗ, ପାରାଦ୍ବୀପର ବହୁ ଛାମୁଆ ବିଜେଡି କର୍ମୀ ଓ ନେତୃବୃନ୍ଦ ଯୋଗ ଦେଇଥିଲେ। ବାପା ସ୍ବର୍ଗତ ଦାମୋଦର ରାଉତଙ୍କ ସହିତ ଲୋକଙ୍କ ଭଲ ପାଇବା ରହିଛି । ବାପା ରାଜନୀତିରେ ଥିବା ବେଳେ ଆମେ ଲୋକଙ୍କ ସହିତ ମିଶି କାମ କରିଛୁ । ବାପାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା କିପରି ଆହୁରି ସଶକ୍ତ ହୋଇପାରିବ ସେଥିପାଇଁ କାର୍ଯ୍ୟ କରିବାକୁ ଆସିଥିବା କହିଥିଲେ ଗୀତାଞ୍ଜଳୀ । ପାରାଦ୍ବୀପ ନିର୍ବାଚନ
Apr 6,2024, 14:26 PM IST

Trending news