Cuttack
ବଡ଼ମ୍ବା ବନାଞ୍ଚଳରୁ ପୁଣି ଏକ ଦନ୍ତାହାତୀ କଙ୍କାଳ ଉଦ୍ଧାର
ପୂର୍ବରୁ ହାତୀ କଙ୍କାଳ ମିଳିବା ଘଟଣାରେ ୬ ଜଣ ଗିରଫ ହୋଇଥିବା ବେଳେ ୫ ଜଣ ନିଲମ୍ବିତ ହୋଇଛନ୍ତି।
Jun 15,2022, 22:41 PM IST
Athgarh
ଆହତ ହୋଇ ଚିକିତ୍ସିତ ଅବସ୍ଥାର ପ୍ରାଣ ହରାଇଲା ଦନ୍ତା ହାତୀ
ନନ୍ଦନ କାନନର ଏକ ଡ଼ାକ୍ତରୀ ଟିମ୍ ଏବଂ ସାତକୋଶିଆ ଅଭୟାରଣ୍ୟର ପ୍ରାଣୀ ବିଶେଷଜ୍ଞ ସ୍ଵତନ୍ତ୍ର ଟିମ୍ ଦ୍ଵାରା ହାତୀର ଚିକିତ୍ସା କରାଯାଉଥିଲା।
Jun 14,2022, 22:24 PM IST
Athgarh DFO office
ଜେରା ହେବାକୁ ଆସି ପାଚେରୀ ଡେଇଁ ଫେରାର ହୋଇଗଲେ ଫରେଷ୍ଟର
ହାତୀ ମାରି ପୋତିବା ଘଟଣାରେ ଆଜି ବଡମ୍ବା ରେଞ୍ଜର ସୁରେଶ କୁମାର ଷଡଙ୍ଗୀକୁ ନିଲମ୍ବିତ କରାଯାଇଥିବା ବେଳେ ୬ ଜଣ ଗିରଫ ହୋଇଛନ୍ତି।
Jun 10,2022, 23:27 PM IST
Elephant Security
ବିପଦରେ ଗଜରାଜଙ୍କ ଜୀବନ; ସୁରକ୍ଷା ଦେବାରେ ବିଫଳ ବନ ବିଭାଗ
ଆଠଗଡ ବନଖଣ୍ଡରେ ଏବେ ଅସୁରକ୍ଷିତ ହୋଇପଡ଼ଛନ୍ତି ବନ୍ୟଜନ୍ତୁ।
Jun 9,2022, 22:23 PM IST
Puri
ଏମିତି ପାଟ ତିଆରି କରି କରି ମରିଗଲେ,ଏହା ହିଁ ଜୀବନ ପାଇଁ ବଡ ଆନନ୍ଦ ହେବ
ମହାପ୍ରଭୁ ଶ୍ରୀ ଜଗତର ନାଥ ଶ୍ରୀ ଜଜଗନ୍ନାଥଙ୍କ ଘୋଷ ଯାତ୍ରା ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ରହିଲା। ଏହି ପରମ୍ପରା ସଂସ୍କୃତି ସାରେ ଦୁନିଆରେ ନିଆରା। ଏହି ଅଭୁଦପୂର୍ବ,ଶାନ୍ତି,ମୈତ୍ରୀ ଓ ପରମ୍ପରାରେ ସମସ୍ତେ, ନିଜକୁ ଭଗବାନ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରିବାକୁ ଚେଷ୍ଟା କରିଥାନ୍ତି । ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଖଣ୍ଡୁଆପାଟ ତିଆରି କରୁଥିବା ଆଠଗଡର ସେବକ ପରିବାରଙ୍କ କଥା ସମ୍ପୂର୍ଣ ଭିନ୍ନ ଅଟେ। ଯିଏକି ଜୀବନର ପ୍ରତିଟି ମୁହୂର୍ତ୍ତ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଉତ୍ସର୍ଗ କରିଦେଇଥାନ୍ତି।
May 8,2022, 23:01 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.