Indian Police Service: ବର୍ତ୍ତମାନ ପୋଲିସ ରିକ୍ୟୁରୁଟମେଣ୍ଟ୍ ବୋର୍ଡର ଅଧକ୍ଷା ଭାବରେ ନୂଆ ଦାୟିତ୍ୱ ତୁଳାଇବେ ବି ରାଧିକା । ଏଥିସହିତ ଏସଏଫଏସଏଲ ର ଅତିରିକ୍ତ ଦାୟିତ୍ୱ ମଧ୍ୟ ନିର୍ବାହ କରିବେ ବି ରାଧିକା । OPHWCର CEO ଭାବେ ୨୦୦୪ ମସିହାର ଆଇପିଏସ ଅଫିସର ଆଶିଷ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି ।
Trending Photos
Indian Police Service: ଆଇପିଏସ ବି ରାଧିକାଙ୍କୁ ନୂଆ ଦାୟିତ୍ୱ ମିଳିଛି । ବର୍ତ୍ତମାନ ପୋଲିସ ରିକ୍ୟୁରୁଟମେଣ୍ଟ୍ ବୋର୍ଡର ଅଧକ୍ଷା ଭାବରେ ନୂଆ ଦାୟିତ୍ୱ ତୁଳାଇବେ ବି ରାଧିକା । ଏଥିସହିତ ଏସଏଫଏସଏଲ ର ଅତିରିକ୍ତ ଦାୟିତ୍ୱ ମଧ୍ୟ ନିର୍ବାହ କରିବେ ବି ରାଧିକା ।
୨୦୦୧ ମସିହା ବ୍ୟାଚ ଆପିଏସ ଅଫିସର ଏସ ସାଇନିଙ୍କୁ CAW&CW (Crime Against Women and Children Wing) ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ OPHWCର CEO ଭାବେ ୨୦୦୪ ମସିହାର ଆଇପିଏସ ଅଫିସର ଆଶିଷ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି ।
Also Read- ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ
Also Read- ମାଛ ଏବଂ ମାଂସ ଦୋକାନରେ ଏନଫୋର୍ସମେଣ୍ଟ ଟିମର ଚଢାଉ