Odisha Politics: କଂଗ୍ରେସ ଛାଡିଲେ ବିଶ୍ୱ ଭୂଷଣ ଦାସ
Advertisement

Odisha Politics: କଂଗ୍ରେସ ଛାଡିଲେ ବିଶ୍ୱ ଭୂଷଣ ଦାସ

Odisha Politics: ପିସିସି ଉପ ସଭାପତି ବିଶ୍ୱ ଭୂଷଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସେ ନିଜର ଇସ୍ତଫାପତ୍ର ପଠାଇଥିବା ସୂଚନା ମିଳିଛି । ତେବେ କେଉଁ କାରଣ ପାଇଁ ଦଳ ଛାଡିଲେ ସେନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ସୂଚନାଯୋଗ୍ୟ,  ୨୦୦୯ ଏବଂ ୨୦୧୯ ନିର୍ବାଚନରେ କାକଟପୁରରୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ବିଶ୍ୱଭୂଷଣ । କେବଳ ସେତିକି ନୁହେଁ, ସେ ବିଜେବି କଲେଜର ସଭାପତି ଭାବେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିଲେ। ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ ଦୀର୍ଘଦିନ ଧରି ଅନେକ ଗୁରୁଦାୟୀତ୍ୱ ବହନ କରିଥିଲେ। ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ଭାବେ ତାଙ୍କର ଦବଦବା ଖୁବ ଅଧିକ ରହିଥିଲା ।

Also Read- ଆସୁଛି କୋରନାଠୁ ୧୦୦ଗୁଣା ବିପଜ୍ଜନକ ରୋଗ, ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ

Also Read- Shukra Gochar 2024: ୩ ସପ୍ତାହ ପର୍ଯ୍ୟନ୍ତ ଏହି ୫ ରାଶିର ବ୍ୟକ୍ତି ହେବେ ମାଲେମାଲ !