Odisha Politics: ବିଜେପି ଛାଡିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି
Advertisement

Odisha Politics: ବିଜେପି ଛାଡିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

Odisha Politics: ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ସେ ନିଜ ଇସ୍ତଫା ପଠାଇଥିବା ଜଣାପଡିଛି । ପୂର୍ବରୁ ବଧୂ ନିର୍ଯ୍ୟାତନା ମାମଲାରେ ଗିରଫ ହୋଇଥିଲେ ରଘୁନାଥ । ବସ୍ତା ନିର୍ବାଚନ ମଣ୍ଡଳୀରୁ ସେ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

୨୦୧୯ ମସିହାରେ ରଘୁନାଥ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲା । ତେବେ ବିଜେପିରୁ ଲଢି ସେ ପରାଜୟର ସମ୍ମୁଖୀନ ହୋଇଥିଲେ । ତେବେ ସେ ବର୍ତ୍ତମାନ କେଉଁ ଦଳରେ ସାମିଲ ହେବେ ସେନେଇ କୌଣସି ସୂଚନା ମିଳିନାହିଁ । ସେ ପୁଣିଥରେ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଆଲୋଚନା ଜୋର ଧରିଛି ।

Also Read- ପୁଣି ମୋ ବସ୍ ଦୁର୍ଘଟଣା, ୨୦ ଯାତ୍ରୀ ଆହତ

Also Read- Ollywood News: ୩୦ ଦିନରେ ସଫଳତାର ସହ ପ୍ରେକ୍ଷାଳୟରେ "ତ୍ରିକନ୍ୟା"