Advertisement
photoDetails0hindi

Tamarind leaves: ଉଚ୍ଚ ରକ୍ତଚାପ ଓ ମଧୁମେୟ ରୋଗୀଙ୍କ ଲାଗି ବରଦାନ ସଦୃଶ୍ୟ ତେନ୍ତୁଳି ପତ୍ର, ଖାଇଲେ ମିଳିଥାଏ ଜବରଦସ୍ତ ଫାଇଦା!

Tamarind leaves: ମଧୁମେହ ରୋଗୀଙ୍କ ବଡ଼ ସମସ୍ୟା ହଠାତ ଶର୍କରା ସ୍ତର ବଢିବା । ଯଦି ଆପଣଙ୍କର ଶର୍କରା ସ୍ତର ହଠାତ ଅଧିକ ହୋଇଯାଏ, ତେବେ ଏପରି ଏକ ପତ୍ର ଅଛି ଯାହାକୁ ଚୋବାଇବା ମାତ୍ରେ ଏହାକୁ କମ କରାଯାଇପାରିବ । ବାସ୍ତବରେ, ମଧୁମେହ ରୋଗୀଙ୍କ ଖାଦ୍ୟ ଖାଇବା ପରେ ତୁରନ୍ତ ଇନସୁଲିନ୍ ସକ୍ରିୟ ହୋଇନଥାଏ, ସେଥିପାଇଁ ରକ୍ତରେ ଶର୍କରା ଅଧିକ ଥିବାବେଳେ ଖାଦ୍ୟପେୟରେ ଅଧିକ ଫାଇବାର ଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ । ଫଳରେ ପେଟରେ ଥିବା ଖାଦ୍ୟ ବିଳମ୍ବରେ ହଜମ ହୋଇଥାଏ । ଖାଦ୍ୟ ହଜମ ହେବା ବେଳକୁ ଇନସୁଲିନ୍ ମୁକ୍ତ ହୋଇସାରିଥାଏ । ଖାଦ୍ୟର ଯତ୍ନ ନେବା ପରେ ମଧ୍ୟ ଅନେକ ଥର ଇନସୁଲିନ୍ ସକ୍ରିୟ ହୋଇନଥାଏ ଯାହା ଶର୍କରା ସ୍ତର ବଢିଥାଏ ଏପରି ପରିସ୍ଥିତିରେ ତେନ୍ତୁଳି ପତ୍ର ଉପଯୋଗୀ ହୋଇଥାଏ ।

1/5

ଖାଲି ତେନ୍ତୁଳି ନୁହେଁ ଏହାର ପତ୍ର ମଧ୍ଯ ବେଶ ସ୍ବାଦିଷ୍ଟ ହୋଇଥାଏ । ଏଥିରେ ପ୍ରାକୃତିକ ଇନସୁଲିନ୍ ରହିଥାଏ । ଏହି ପତ୍ର ଚୋବାଇ ଦ୍ବାରା ଶର୍କରା ସ୍ତର ଶୀଘ୍ର ହ୍ରାସ ହୋଇଥାଏ ।

2/5

ତେନ୍ତୁଳି ପତ୍ରରେ ପ୍ଲାଜାମୋଡିୟମ୍ ଫାଲସିପାରମ୍ ରହିଥାଏ  ଯାହା ଅନେକ ପ୍ରକାର ରୋଗ ଭଲ କରିବାର ସାହାଯ୍ୟ କରିଥାଏ। ଭିଟାମିନ୍ (ସି) ସହ ଏହାର ପତ୍ର ଆଣ୍ଟିସେପ୍ଟିକ୍-ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣରେ ମଧ୍ଯ ପରିପୂର୍ଣ୍ଣ ।

3/5

ତେନ୍ତୁଳି ପତ୍ରକୁ ଚୋବାନ୍ତୁ କିମ୍ବା ଏହାକୁ ଶୁଖାଇ ଗୁଣ୍ତ କରି ପାଉଡ଼ର ତିଆରି କରନ୍ତୁ । ଖାଲି ପେଟରେ ଗରମ ପାଣି ସହିତ ଦୁଇ ଚାମଚ ତେନ୍ତୁଳି ପତ୍ର ଗୁଣ୍ତ ମିଶାଇ ଏହାକୁ ପିଅନ୍ତୁ ।

4/5

ଯଦି ଶର୍କରା ସ୍ତର ବୃଦ୍ଧି ପାଇଥାଏ ତାହାଲେ ତୁରନ୍ତ ତେନ୍ତୁଳି ପତ୍ରକୁ ଚୋବାନ୍ତୁ । ଏପରି କରିବା ଦ୍ବାରା ଶର୍କରା ସ୍ତର କମ୍ ହୋଇଥାଏ ।

5/5

ତେନ୍ତୁଳି ପତ୍ର ପାଟି ସମ୍ବନ୍ଧୀୟ ରୋଗ, ଋତୁସ୍ରାବ, ସଂକ୍ରମଣ, ଥଣ୍ଡା ଭଳି ଅନେକ ରୋଗରେ ଉପଶମ ଦେଇଥାଏ ।

(ପ୍ରତ୍ୟାଖ୍ୟାନ: ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)