OPSC recruitment 2022: ଗ୍ରୁପ 'ଏ' ପୋଷ୍ଟରେ ମିଳିବ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆପ୍ଲାଏ
Advertisement

OPSC recruitment 2022: ଗ୍ରୁପ 'ଏ' ପୋଷ୍ଟରେ ମିଳିବ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆପ୍ଲାଏ

OPSC recruitment 2022: ଓଡି଼ଶା ଜନସେବା ଆୟୋଗ (ଓପିଏସସି) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ଓଡି଼ଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସେସ୍ କ୍ୟାଡରର ଗ୍ରୁପ୍-ଏ (ଜୁନିୟର ଶାଖା) ରେ ମେଡିକାଲ୍ ଅଫିସର ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି।  ଅଫିସିଆଲ ୱେବସାଇଟ www.opsc.gov.in.ରେ ଯାଇ ଆଶାୟୀ ମାନେ ଆବେଦନ କରିପାରିବେ।

OPSC recruitment 2022: ଗ୍ରୁପ 'ଏ' ପୋଷ୍ଟରେ ମିଳିବ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆପ୍ଲାଏ

OPSC recruitment 2022: ଯଦି ଆପଣ ଚାକିରି ଆଶାୟୀ ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ।
ଓଡି଼ଶା ଜନସେବା ଆୟୋଗ (ଓପିଏସସି) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ଓଡି଼ଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସେସ୍ କ୍ୟାଡରର ଗ୍ରୁପ୍-ଏ (ଜୁନିୟର ଶାଖା) ରେ ମେଡିକାଲ୍ ଅଫିସର ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହାର ଲିଙ୍କ ଅଫିସିଆଲ ୱେବସାଇଟରେ ଉପଲବ୍ଧ । ୱେବସାଇଟ ଟି ହେଉଛି www.opsc.gov.in । ରେଜିଷ୍ଟ୍ରେସନ ତାରିଖ ଡିସେମ୍ବର ୨୭ ମସିହା ୨୦୨୨ ରୁ ଆରମ୍ଭ ହେଉଥିବା ବେଳେ ଶେଷ ତାରିଖ ହେଉଛି ବର୍ଷ ୨୦୨୩ ଜାନୁଆରୀ ୨୭। 

ଭ୍ୟାକାନ୍ସି ପୋଜିସନ

Vacancy Position 

  • ଅନରିଜର୍ଭଡ: ଏକ ହଜାର (333-w) ପଦବୀ 
  • ଏସଇବିସି- ୨୨୫ (75-w) ପଦବୀ
  • ସିଡ୍ୟୁଲଡ୍ କାଷ୍ଟ- ୮୫୨ (284-w) ପଦବୀ
  • ସିଡ୍ୟୁଲଡ୍ ଟ୍ରାଇବ୍- ୧୪୦୪ (468-w) ପଦବୀ
  • ସର୍ବମୋଟ- ୩୪୮୧ (1160-w) ପଦବୀ

ଏଡୁକେସନାଲ କ୍ୱାଲିଫିକେସନ
ଜଣେ ପ୍ରାର୍ଥୀ ନିଶ୍ଚିତ ଭାବରେ ମେଡିକାଲ କଲେଜ କିମ୍ବା ମେଡିକାଲ ଇନଷ୍ଟିଚ୍ୟୁଟରୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ MBBS କିମ୍ବା ସମାନ ଡିଗ୍ରୀ ଥିବା ଆବଶ୍ୟକ ।
 
ବୟସ
ଜଣେ ପ୍ରାର୍ଥୀ ନିଶ୍ଚିତ ଭାବରେ ୨୧ ବର୍ଷ ବୟସରେ ହୋଇଥିବେ। ଜାନୁଆରୀ ୨୦୨୨ ର ପ୍ରଥମ ଦିନ ଭଳି ୩୮ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ, ସେ ନିଶ୍ଚିତ ଭାବରେ ୨ ଜାନୁ୍ଆରୀ ୧୯୮୪ ଠାରୁ ନୁହେଁ ଏବଂ ପରେ ପ୍ରଥମ ଜାନୁଆରୀ ୨୦୦୧ ରେ ଜନ୍ମ ହୋଇଥିବେ । 

ସାଲାରୀ 
Level -12 ୫୬ ହଜାର ୧୦୦ ଟଙ୍କା । Dearness ଓ ଅନ୍ୟାନ୍ୟ ଭତ୍ତା ସହିତ ORSP ନିୟମ, ତା ସହ ୨୦୧୭ ଅନୁଯାୟୀ ପେ ମ୍ୟାଟ୍ରିକ୍ସର ସେଲ୍- 1 । ସେହିପରି ସମସ୍ତ ବର୍ଗର ଆଶାୟୀଙ୍କ ପାଇଁ ପରୀକ୍ଷା ଶୁଳ୍କ ଛାଡ କରାଯାଇଛି। ଅନ୍ୟପଟେ ମେଡିକାଲ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ ୨୦୦ ମାର୍କ ବିଶିଷ୍ଟ ଗୋଟିଏ ଲିଖିତ ପରୀକ୍ଷା ଆଧାରରେ କରାଯିବ।

କେମିତି କରିବେ ଆପ୍ଲାଏ
OPSC ର ଅଫିସିଆଲ ୱେବସାଇଟ www.opsc.gov.in.ରେ ଯାଇ ଆଶାୟୀ ମାନେ ଆବେଦନ କରିପାରିବେ।

Also Read: Pakistani Candy: ଦେଶରେ ବିକ୍ରି ହେଉଛି ପାକିସ୍ତାନ ନିର୍ମିତ ଟଫି, ଯାଞ୍ଚ ପରେ ହଙ୍ଗାମା

Also Read: Fixed Deposit: ପୋଷ୍ଟ ଅଫିସ ନା ବ୍ୟାଙ୍କ? ଜାଣନ୍ତୁ କେଉଁଠାରେ ପ୍ରଥମେ ଡବଲ ହେବ ଆପଣଙ୍କ ଟଙ୍କା