Advertisement

Turkmenistan president

alt
ୱିଲିୟମ୍ ସେକ୍ସପିଅର୍ ତାଙ୍କ ନାଟକ ରୋମିଓ ଏବଂ ଜୁଲିଏଟ୍ ରେ ଏକଥା ଲେଖିଥିଲେ । କୁହାଯାଏ ଯେ ଯଦି ଆପଣ ଗୋଲାପକୁ ଅନ୍ୟ କୌଣସି ନାମ ଦିଅନ୍ତି, ତେବେ ବି ଗୋଲାପ,ଗୋଲାପ ରହିବ । ଏହାର ସୁଗନ୍ଧରେ କୌଣସି ପରିବର୍ତ୍ତନ ଆସିବ ନାହିଁ । କିନ୍ତୁ ଯେତେବେଳେ ଆମେ ଇତିହାସର ପୃଷ୍ଠା ଓଲଟାଉ ସେତେବେଳେ ଦେଖୁ ଯେ,ଅନେକ ସମୟରେ ଶାସକ ମାନେ ରାଜନୈତିକ ଉଦ୍ଦେଶ୍ୟ ପାଇଁ ହେଉ କି ନଜ ମହିମା ମଣ୍ଡନ ପାଇଁ ସ୍ଥାନଠାରୁ ଦେଶର ନାମ ପରିବର୍ତ୍ତନ କରିଛନ୍ତି । ମାତ୍ର ୩୦ ବର୍ଷ ପରେ ସେହିଭଳି ଜଣେ ପାଗଳ ଶାସକ ତୁର୍କିମେନିସ୍ତାନକୁ ନିଜ କବଜାକୁ ନେଇଥିଲେ,ଯାହାଙ୍କ ମୁଣ୍ଡରେ ନାମ ବଦଳାଇବାର ନିଶା ଏମିତି ସବାର ଥିଲା ଯେ, ସେ କ୍ୟାଲେଣ୍ଡରର ମାସ ମାନଙ୍କ ନାମ ବି ବଦଳାଇ ଦେଇଥିଲେ । ମାସଙ୍କ ନାମଠାରୁ ସଡ଼କ,ବ୍ରିଜ୍ ସବୁର ନାମ ବଦଳାଇ ଏହି ବ୍ୟକ୍ତି ନିଜ
Feb 26,2024, 19:13 PM IST

Trending news