Advertisement

Santilata Barik

alt
ପଞ୍ଚଭୂତ ରେ ଲୀନ ହେଲେ ଓଡିଶା ର ବରିଷ୍ଠ ଭକ୍ତି ସଂଗୀତ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ l ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପର୍ଣ ହୋଇଛି l ବଡ ପୁଅ ଅଭିନାଶ ଛୋଟରାୟ ମୁଖାଗ୍ନି ପ୍ରଦାନ କରିଛନ୍ତି କଣ୍ଠ ଶିଳ୍ପୀ ଶାନ୍ତିଲତା ଙ୍କୁ l ଦୀର୍ଘ ଦିନ ହେବ ସେ କ୍ୟାନ୍ସର ରୋଗ ରେ ପୀଡିତ ହୋଇଥିବା ବେଳେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା ତେବେ ଆଜି ଶାନ୍ତିଲତା ଙ୍କ ମର ଶରୀର ପୁରୀ ସ୍ୱର୍ଗ ଦ୍ୱାର ରେ ପହଞ୍ଚିଥିଲା ପରେ ପରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା l ଅନେକ ଶୁଭେଛୁ ଓ ପ୍ରଶଂସକ ମାନେ ତାଙ୍କୁ ଶେଷ ଦର୍ଶନ କରିବା ସହ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ l ଏଥିସହ ପୁରୀ ର ବିଜେଡି ସାଂସଦ ପ୍ରାଥୀ ଅରୂପ ପଟ୍ଟନାୟକ , ସଂଜୟ ଦାସବର୍ମା ଉପସ୍ଥିତ
Apr 2,2024, 17:52 PM IST

Trending news