Advertisement

Odisha BJD

alt
Apr 23,2024, 15:26 PM IST
alt
ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ତାଙ୍କର ସମର୍ଥକ ମାନଙ୍କ ସହିତ ଏକ ଶୋଭାଯାତ୍ରାରେ ଯାଇ ମା ଶାରଳାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରିଛନ୍ତି ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଜନସାଧାରଣମାନଙ୍କର ସେବା କରିବାର ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଶାନ୍ତ କୁମାର ମୁଦୁଲି ।ସାଧାରଣ ନିର୍ବାଚନକୁ ଆଉ କମ ଦିନ ଥିବା ବେଳେ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଯିବ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିପରି ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବ ସେ ସମ୍ପର୍କରେ ଲୋକଙ୍କ ସହିତ ଆଲୋଚନା କରିବା ସହିତ ବିକାଶ ଧାରାରେ ସାମିଲ ହେବାକୁ ଆହ୍ୱାନ ଦେ
Apr 21,2024, 13:13 PM IST
alt
Apr 14,2024, 16:26 PM IST
alt
ଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବିଜୁ ଜନତା ଦଳର ବାଲେଶ୍ୱର ସାଂସଦ ପାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖାଶ୍ରୀ ସାମନ୍ତସିଂହାର କୁ ସାଂସଦ ଟିକେଟ ଘୋଷଣା କରିବା ପରେ ଆଜି ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି l ମହାପ୍ରଭୁଙ୍କ ଦର୍ଶନ କରି ମୁଖ୍ୟମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କରିଛନ୍ତି l ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଅରୁଣ ସ୍ତମ୍ଭ ନିକଟରେ ଶାଷ୍ଟ୍ରାଙ୍ଗ ପ୍ରଣାମ କରିଥିଲେ l ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ପୁନର୍ବାର ସରକାର ଗଢିବ । ମୁଖ୍ୟମନ୍ତ୍ରୀ ଙ୍କ ଆଦର୍ଶ ଚିନ୍ତାଧାରା କୁ ଦେଖି ବିଜୁଜନତା ଦଳରେ ଯୋଗଦାନ କରିଛି l ମୁଖ୍ୟମନ୍ତ୍ରୀ ମୋ ଉପରେ ଆଶା ପ୍ରକଟ କରି ସାଂସଦ ଟିକେଟ ପ୍ରଦାନ କରିଛନ୍ତି l ଆଜି ମହାପ୍ରଭୁଙ୍କ ଆଶ୍ରିବାଦ ନେଇ ପ୍ରଚାର ମଇଦାନକୁ
Apr 13,2024, 15:39 PM IST
alt
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପାରାଦୀପ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୀତାଞ୍ଜଳି ରାଉତରାୟ ଙ୍କୁ ପ୍ରାର୍ଥୀ କରିଛନ୍ତି। ଗୀତାଞ୍ଜଳି ବର୍ତ୍ତମାନର ବିଧାୟକ ସମ୍ବିତ ରାଉତରାୟ ଙ୍କ ଧର୍ମପତ୍ନୀ ଓ ସ୍ଵର୍ଗତ ଦାମଦୋର ରାଉତ ଙ୍କ ବୋହୂ। ରାଜନୈତିକ ପରିବାର ରୁ ସେ ଆସିଥିଲେ ମଧ୍ଯ ପ୍ରତ୍ୟକ୍ଷ ରାଜନୀତି ରେ ସେ ନବାଗତା । ନିଜ ଶ୍ୱଶୁର ଓ ସ୍ଵାମୀ ଙ୍କ ସଙ୍ଘଗଠନକୁ ପାଥେୟ କରି ଦଳ ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ମହିଳା ପ୍ରାର୍ଥୀନୀ ଭାବେ ପାରାଦୀପରେ ପ୍ରଥମ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି | ତାଙ୍କ ନାମ ଘୋଷଣା ପରେ ପାରାଦୀପ ବିଜୁ ମେମୋରିଆଲ ଟ୍ରଷ୍ଟ ରେ ସମର୍ଥକ ମାନଙ୍କ ଭିଡ଼ ଜମିଛି | ବାଣ ଫୁଟାଇ ମିଠା ଖୁଆଇ ସମର୍ଥକ ମାନେ ଖୁସି ମନାଇବାରେ ଲାଗିଛନ୍ତି। ଅନ୍ୟପଟେ ଦାମୋଦର
Apr 12,2024, 11:52 AM IST
alt
ପଞ୍ଚଭୂତରେ ବିଲୀନ ହେଲା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ମରଶରୀର।ଦାମ ରାଉତ ଅମର ରହେ ଧ୍ୱନୀରେ କମ୍ପିଲା ସ୍ଵର୍ଗଦ୍ଵାର।ପୁରୀ ସ୍ଵର୍ଗଦ୍ଵାରରେ ଶୋକାକୁଳ ପରିବେଶ ମଧ୍ୟରେ ସ୍ୱର୍ଗତ ଦାମୋଦର ରାଉତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ରାତ୍ର ପ୍ରାୟ ୧୧ ଟା ୩୦ ରେ ତାଙ୍କୁ ତାଙ୍କ ବଡ ପୁଅ ସମ୍ବିତ ରାଉତ ମୁଖାଗ୍ନି ଦେଇଛନ୍ତି ।ଜିଲ୍ଲା ପ୍ରଶାସନ ତରଫରୁ ସ୍ୱର୍ଗତ ରାଉତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଯାଇଥିବା ବେଳେ ପାରାଦୀପ ଓ ପୁରୀର ଅନେକ ଶୁଭେଚ୍ଛୁ ସ୍ଵର୍ଗଦ୍ଵାରରେ ଉପସ୍ଥିତ ରହିଥିଲେ ।ସ୍ଵର୍ଗଦ୍ଵାର ଠାରେ ପୁରୀ ଏସପି ପିନାକ ମିଶ୍ର ,ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ଜିଲ୍ଲା ବିଜେଡି ନେତା ସୁନିଲ ମହାନ୍ତିଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।
Mar 23,2024, 13:29 PM IST
alt
ପୁରୀରେ ହେବ ଅନ୍ତିମ ସଂସ୍କାର। ଡଃ ଦାମୋଦର ରାଉତଙ୍କ ପାର୍ଥୀବ ଶରୀର ପାରାଦୀପ ରେ ପହଞ୍ଚିବା ପରେ ତାଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପାରାଦୀପ ବାସୀ। ତାଙ୍କୁ ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶେଷ ଦର୍ଶନ କରୁଛନ୍ତି ବିଜେଡି କର୍ମୀ ଓ ପାରାଦୀପ ବାସୀ। ଡଃ ରାଉତଙ୍କ ପାର୍ଥିବ ଶରୀର ଭୂବନେଶ୍ୱର ରୁ ଜଗତସିଂହପୁର ଆସିବା ସମୟରେ ବିଭିନ୍ନ ସ୍ଥାନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପ୍ରଥମେ ତାଙ୍କ ପାର୍ଥିବ ଶରୀର ତିର୍ତୋଲ୍ ରେ ପହଞ୍ଚିବା ପରେ କିଛି ସମୟ ଧରି ତାଙ୍କ ବାସଭବନକୁ ନିଆ ଯାଇଥିଲା। ସେଠାରେ ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ ଓ ତିର୍ତୋଲ୍ ବିଧାୟକ ବିଜୟ ଶଙ୍କର ଙ୍କ ସମେତ ବହୁ ନେତା ଓ କର୍ମୀ ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ।ପରେ ଦିନ ଦୁଇଟା ସମୟରେ ତାଙ୍କ ପାର୍ଥିବ ଶରୀର କୁ ରାହାମା ଓ କୁଜଙ୍ଗ ବ୍ଲ
Mar 22,2024, 19:39 PM IST
alt
ବର୍ଷିଆନ ରାଜନେତା ତଥା ବିଶିଷ୍ଟ ରାଜନୀତିନଜ୍ଞ ଡ଼ଃ ଦାମୋଦର ରାଉତ ଅଭିବକ୍ତ କଟକ ଜିଲ୍ଲା ତଥା ବର୍ତ୍ତମାନ ଜଗତସିଂହପୁର ଜିଲା ଏରସମା ବ୍ଲକ ନୂଆଡି ପଞ୍ଚାୟତ ର ମଲ୍ଲିପୁର ଗାଁରେ ୨ଜୁଲାଇ ୧୯୪୨ ମସିହାରେ ପିତା କପିଳ ଚରଣ ରାଉତ ଓ ମାତା ଙ୍କ କୋଳ ମଣ୍ଡନ କରିଥିଲେ । ଚାରି ଭାଇ ଓ ଦୁଇ ଭଉଣୀଙ୍କ ମଧ୍ୟରେ ତୃତୀୟ ସନ୍ତାନ ଥିଲେ ଦାମ । ଗାଁ ସ୍କୁଲ ଓ ପରେ ବାହାରେ କଲେଜ ଶିକ୍ଷା ସାରି ପ୍ରାଣୀ ଚିକିତ୍ସକ ଭାବରେ ସରକାରୀ ଚାକିରୀ ଜୀବନ ଆରମ୍ଭ କରିଥିଲେ । ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ହରେକୃଷ୍ଣ ମହତାବଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ୧୯୭୨ ମସିହାରେ ସରକାରୀ ଚାକିରୀରୁ ଇସ୍ତଫା ଦେବା ସହ ରାଜନୀତିରେ ପାଦ ଥାପିଥିଲେ ଦାମ । ୧୯୭୭ ମସିହାରେ ଜନତା ଦଳରୁ ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ପ୍ରଥମ ଥର ବିଧାୟକ ଭାବରେ ନି
Mar 22,2024, 15:13 PM IST
alt
ଆର ପାରିରେ ଓଡ଼ିଶାର ଏକ ଅଭିଜ୍ଞ ରାଜନୀତି ପରିପକ୍ବ ବ୍ୟକ୍ତି ତଥା ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଡାଃ ଦାମୋଦର ରାଉତ। ଆଜି ସକାଳ ଭୋର ସକାଳ 5 ଟା 23 ମିନିଟ ସମୟରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ଖବର ପାଇ ପାରାଦୀପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ୧୯୭୭ ମସିହା ରେ ପ୍ରଥମେ ଜଗତସିଂହପୁର ଜିଲ୍ଲା ଏରସମା ନିର୍ବାଚନ ମଣ୍ଡଳୀ ରୁ ସେ ନିର୍ବାଚିତ ହୋଇଥିବା ବେଳେ ୫ ଥର ଏରସମା ଓ ଦୁଇ ଥର ପାରାଦୀପ ନିର୍ବାଚନ ମଣ୍ଡଳୀ ରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୭ ଥର ବିଧାନସଭା କୁ ଯାଇଥିବା ବେଳେ ମନ୍ତ୍ରୀ ପଦ ରେ ସେ ମଧ୍ଯ ଓଡିଶା ସରକାର ରେ ନିଜ ଦାୟିତ୍ଵ ସମ୍ପାଦନା କରିଛନ୍ତି। ସେ ସବୁବେଳେ ନିର୍ଭୀକ ରାଜନେତା ଭାବେ ନିଜକୁ ପ୍ରତିପାଦିତ କରିଥିବା ବେଳେ ସରକାର କିମ୍ବା ବିରୋ
Mar 22,2024, 12:13 PM IST
Read More

Trending news