Advertisement

Instagram Reels Video

alt
ପରିବାରର ଇଚ୍ଛା ବିରୋଧରେ ଝିଅ ପ୍ରେମ କରି ବାହାହେଲା ବୋଲି ତା ଫଟୋରେ ବାପା ମାଆ ମାଳ ଚଢାଇଛନ୍ତି । ଖାଲି ସେତିକି ନୁହେଁ, ସେପଟେ ଝିଅର ଶାଶୂଘରେ ବାହାଘର ଭୋଜି ଚାଲିଥିବା ବେଳେ ଏପଟେ ବାପା ମାଆ ନିଜ ବଞ୍ଚିଥିବା ଝିଅ ପାଇଁ ପିଣ୍ଡ ପକାଉଥିଲେ। ହଁ ଆଜ୍ଞା, ଏ ଘଟଣା ହେଉଛି କେନ୍ଦ୍ରାପଡା ଆଳି ସଦର ଅଞ୍ଚଳର । ବାସ୍ତବ ମଳିକଙ୍କ ଝିଅ ଦୀପାଞ୍ଜଳି ସେହି ଅଞ୍ଚଳର ଅନନ୍ତ ମଳିକଙ୍କ ପୁଅ ରାଜେନ୍ଦ୍ରଙ୍କୁ ପ୍ରେମ କରୁଥିଲେ । ଆଉ ବାହା ହେବାକୁ ଚାହୁଁଥିଲେ । ହେଲେ ଏଥିରେ ସ୍ୱୀକୃତି ଦେଇନଥିଲେ ଦୀପାଞ୍ଜଳିଙ୍କ ପରିବାର ଲୋକେ । ଆଉ ଶେଷରେ ନିଜ ପ୍ରେମକୁ ସଫଳ କରିବା ପାଇଁ ଦୀର୍ଘ ବର୍ଷର ସମ୍ପର୍କକୁ ପଛରେ ପକାଇ ଦେଇ ଘରୁ ଗୋଡ କାଢିଥିଲା ଝିଅ । ହେଲେ ଏବେ ଦୀପାଞ୍ଜଳି ଓ ରାଜେନ୍ଦ୍ର ଇନଷ୍ଟାରେ ରିଲ୍ସ କରି ଅପଲୋଡ କରୁଛନ୍ତି । ଯାହାର ପ୍ରଭ
Sep 10,2023, 13:39 PM IST
alt
Jun 10,2022, 17:33 PM IST
Read More

Trending news