Advertisement

CEO Suchana Seth

alt
Ceo Suchana Seth: ବେଙ୍ଗାଲୁରୁରୁ ବୁଲିବା ବାହାନାରେ ଗୋଆ ଆସିଥିଲେ ସୂଚନା ସେଠ୍। ହତ୍ୟା କରିବା ଦିନ ପୁଅକୁ ଧରି ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିଲେ ସୂଚନା। ପରେ ରାତିରେ ପ୍ରଥମେ କୁନି ପୁଅକୁ ଦୁଇ ବୋତଲ କପ୍ ସିରଫ ପିଆଇ ଦେଇଥିଲେ। ପରେ ୪ ବର୍ଷର ଶିଶୁ ପୁତ୍ର ନିଘୋଡ଼ ନିଦରେ ଶୋଇଯିବା ପରେ ତକିଆ ଚାପି ହତ୍ୟା କରିଥିଲେ ସୂଚନା । ପରେ କୁନିପୁଅର ମର ଶରୀରକୁ ଏକ ସୁଟକେସରେ ପୂରାଇ ଦେଇଥିଲେ ସୂଚନା । ସେହି ସୁଟକେସ ଧରି ଗୋଆରୁ ଡାଇରେକ୍ଟ ବେଙ୍ଗାଲୁରୁ ଯିବାକୁ କ୍ୟାବ୍ ବୁକ କରିଥିଲେ ସୂଚନା। କ୍ୟାବ ଡ୍ରାଇଭରର ସୂଚନାନୁଯାୟୀ, ଲଗେଜ ରଖିବା ସମୟରେ ତାଙ୍କୁ କିଛି ସନ୍ଦେହ ହୋଇଥିଲା। କାରଣ ବ୍ୟାଗ୍ ଟି ଅସ୍ୱାଭାବିକ ଭାବେ ଓଜନ ଥିଲା । ଏହାସହ ଗୋଆରୁ ଡାଇରେକ୍ଟ କ୍ୟାବ୍ ବୁକ୍ କରିବା ମଧ୍ୟ ସନ୍ଦେହ ଆଣିଥିଲା । ଯାହାର ଭଡ଼ା
Jan 10,2024, 18:26 PM IST

Trending news