Advertisement

Actress varsha priyadarshini

alt
Video: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ ନିଜ ନୂଆ ସିନେମା ୱାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଆଜି ସୋସିଆଲ ମଡିଆରେ ବର୍ଷା ସୂଚନା ଦେଇ କହିଛନ୍ତି ଯେ, ଖୁବଶୀଘ୍ର ବାଙ୍ଗଲୋରରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ୱାଇଫ୍ । ଫେବ୍ରୁଆରୀ ୧୬ ତାରିଖରେ ମୁଁ ଆସୁଛି ବାଙ୍ଗଲୋର। ସେଠାରେ ଥିବା ଓଡ଼ିଆ ଭାଇ-ଭଉଣୀଙ୍କ ଉପସ୍ଥିତିରେ ୱାଇଫ୍ ର ରିଲିଜ୍ ତାରିଖ ଘୋଷଣା କରିବି। ସ୍ବେଚ୍ଛାସେବୀ ସଂଗଠନ କଳିଙ୍ଗ ବାଙ୍ଗଲୋର ଫାଉଣ୍ଡେସନ୍(କେବିଏଫ୍) ର ସହଯୋଗରେ ରିଲିଜ୍ ହେବ ୱାଇଫ୍। ୱାଇଫ୍ ଆଗାମୀ ଦିନରେ ଓଡ଼ିଶା ବାହାରେ ମୁକ୍ତିଲାଭ କରିବାକୁ ଯାଉଛି । ୱାଇଫ୍ ଫିଲ୍ମକୁ ଆଉ ପୁରା ଟିମ୍ କୁ ଆପଣମାନେ ଦେଇଥିବା ଭଲପାଇବା ପାଇଁ ମୁଁ କୃତଜ୍ଞ। ବାଙ୍ଗଲୋରରେ ଦେଖା ହେବ ୧୬ ରେ। ଜୟ ଜଗନ୍ନାଥ
Feb 1,2025, 18:30 PM IST
alt
Jan 7,2025, 10:59 AM IST
alt
Dec 31,2024, 10:55 AM IST
alt
Varsha Priyadarshini Video: ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ। ଅଭିନେତା ଅନୁଭବ ମହାନ୍ତିଙ୍କ ଠାରୁ ଅଲଗା ହେବା ପରେ ବେଶ୍ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ। ନୂଆ ନୂଆ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଛି। ତେବେ, ଗତ ନିର୍ବାଚନରେ ବର୍ଷା ପ୍ରିୟଦର୍ଶିନୀ ଯାଜପୁର ବଡ଼ଚଣାରୁ ବିଜେଡିରୁ ପ୍ରାର୍ଥ ଭାବେ ମଇଦାନକୁ ଓହ୍ଲାଇଥିଲେ। ହେଲେ ବିଜେପିର ପ୍ରାର୍ଥୀ ଅମର ନାୟକ ତାଙ୍କୁ ପରାସ୍ତ କରିଥିଲେ। ସେବେଠାରୁ ତାଙ୍କର ଆଉ ନବୀନ ନିବାସରେ ଦେଖା ନଥିଲେ। ତାଙ୍କ ଆଗାମୀ ଫିଲ୍ମ 'ଓ୍ବାଇଫ୍' ( WIFE ) ରିଲିଜ୍ ଅପେକ୍ଷାରେ। ଫିଲ୍ମର ସଫଳତା ପାଇଁ ନବୀନଙ୍କ ଆର୍ଶିବାଦ ନେବାକୁ ବର୍ଷାଙ୍କ ସହ ପୂରା ଟିମ୍ ଯାଇଥିବା ଜଣାପଡିଛି।  ତେବେ, ଏହାରି ଭିତରେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି। ତାହା ପୁଣି ନବୀନ ନୀବାସରୁ ଦେଖନ୍ତୁ..
Dec 27,2024, 11:16 AM IST
alt
Nov 8,2024, 20:39 PM IST
alt
Nov 8,2024, 17:26 PM IST
alt
Oct 27,2024, 14:52 PM IST
alt
Oct 18,2024, 18:26 PM IST
alt
Apr 20,2024, 12:52 PM IST
alt
Mar 11,2024, 19:52 PM IST
alt
Feb 12,2024, 20:13 PM IST
View More

Trending news