Varsha Priyadarshini Video: ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଓଡିଆ ସିନେ ଜଗତର ଜଣେ ଆଗଧାଢିରେ ନାୟିକା। ଅନୁଭବଙ୍କ ଠାରୁ ଅଲଗା ହୋଇଗଲା ପରେ ବର୍ଷା ନିଜ ବାପ ଘରେ ନିଜ ମାଆ ଓ ଭଉଣୀମାନଙ୍କ ସହ ରହୁଛନ୍ତି। ତେବେ, ବର୍ଷା ନିଜ ବଡ଼ ଭଉଣୀଙ୍କୁ ଖୁବ୍ ଭଲ ପାଆନ୍ତି। ନିକଟରେ ବର୍ଷାଙ୍କ ବଡ଼ ଭଉଣୀଙ୍କ ଜନ୍ମଦିନ ପାଳନ ହୋଇଥିଲା। ଆଉ ଏହାର ଏକ ଭିଡିଓ ଅଭିନେତ୍ରୀ ନିଜ ଇନଷ୍ଟାରେ ସେୟାର କରି ଲେଖିଛନ୍ତି...HAPPY BIRTHDAY MY SUPERHERO...
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.