Advertisement
photoDetails1hindi

Riya Dey Reception Party: ପରୀ ଆଉଟଫିଟରେ ନଜର ଆସିଲେ ରିୟା, ଫ୍ୟାନ୍ସ କହିଲେ...

Riya Dey Reception Party News: ଧୀରେ ଧୀରେ ରିୟାଙ୍କ ବିବାହ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିବାହ ପୂର୍ବରୁ ହଳଦୀ ସେରିମୋନି ରେ ଖୁବ ଖୁସ୍ ଜଣାପଡୁଥିଲେ ରିୟା। ଓଲିଉଡ ଅଭିନେତ୍ରୀ ରିୟା ଦେ ଓଡିଆ ଫିଲ୍ମ ପ୍ରେମ ଅଢେଇ ଅକ୍ଷରରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଓଲିଉଡକୁ ଗୋଟିଏ ପରେ ଗୋଟିଏ ସଫଳ ଫିଲ୍ମ ଦେଇଆସିଥିଲେ। 

ରିୟା ଓ ସୁନୀଲଙ୍କ ସୁନ୍ଦର ଯୋଡ଼ି

1/6
ରିୟା ଓ ସୁନୀଲଙ୍କ ସୁନ୍ଦର ଯୋଡ଼ି

ଅଭିନେତ୍ରୀ ରିୟା ଦେ ତାଙ୍କ ରିସେପସନ ପାର୍ଟିରେ ଏକ ହ୍ୱାଇଟ ଗାଉନ ସହ ପରୀ ପରି ମେକଅପ ନେଇଥିଲେ । ସେହିପରି ତାଙ୍କ ସ୍ୱାମୀ ସୁନୀଲ କୁମାର ଦଲାଇଙ୍କୁ ମଧ୍ୟ ଏକ ଅଫ ହ୍ୱାଇଟ ସେରୱାନୀରେ ସ୍ପଟ୍ କରାଯାଇଥିଲା। 

ବିବାହରେ ଯୋଗଦେବାକୁ ଓଡ଼ିଶାରେ ପ୍ରକୃତି

2/6
ବିବାହରେ ଯୋଗଦେବାକୁ ଓଡ଼ିଶାରେ ପ୍ରକୃତି

ଅଭିନେତ୍ରୀ ରିୟା ଦେଙ୍କ ରିସେପସନ ପାର୍ଟିରେ ଚର୍ଚ୍ଚିତ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ଯୋଗଦେଇଥିଲେ। 

ଆନିମଲ ପ୍ରିଣ୍ଟେଡ ଲୁକରେ ଜ୍ୟୋତି

3/6
ଆନିମଲ ପ୍ରିଣ୍ଟେଡ ଲୁକରେ ଜ୍ୟୋତି

ଏକ ରିୟାଲିଟି ସୋରେ ଚକୁଳି ପିଠାରେ କେତେଟା କଣା ପଚାରି ଟ୍ରୋଲ ହୋଇଥିବା ଓଲିଉଡର ଆଗଧାଡିର ନାୟକ ଜ୍ୟୋତି ରଞ୍ଜନ ନାୟକ ମଧ୍ୟ ଅଭିନେତ୍ରୀ ରିୟା ଦେଙ୍କ ବିବାହ ଭୋଜିରେ ଯୋଗଦେଇଥିଲେ। 

ରିୟାଙ୍କୁ ଶୁଭେଚ୍ଛା ଦେଲେ କଳାକାର

4/6
ରିୟାଙ୍କୁ ଶୁଭେଚ୍ଛା ଦେଲେ କଳାକାର

ଏହି ବିବାହ ଭୋଜିରେ ଓଲିଉଡର ନାମୀଦାମୀ କଳାକାର ଯୋଗ ଦେଇଥିଲେ ।

ନୀଳ ପରୀ ସାଜିଲେ ଅନ୍ତରା

5/6
ନୀଳ ପରୀ ସାଜିଲେ ଅନ୍ତରା

ରିୟା ଦେ ଓ ସୁନୀଲ କୁମାର ଦଲାଇଙ୍କ ରିସେପସନ ପାର୍ଟିରେ ସିଙ୍ଗର ଅନ୍ତରା ଚକ୍ରବର୍ତ୍ତୀ ମଧ୍ୟ ଏକ ନୀଳ ରଙ୍ଗର ଶାଢୀ ଆଉଟଫିଟରେ ନଜର ଆସିଥିଲେ। 

ରିୟାଙ୍କ ପାର୍ଟୀରେ ଝିଲ୍ଲିକ

6/6
ରିୟାଙ୍କ ପାର୍ଟୀରେ ଝିଲ୍ଲିକ

ରିୟା ଦେ ଓ ସୁନୀଲ କୁମାର ଦଲାଇଙ୍କ ରିସେପସନ ପାର୍ଟିରେ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ମଧ୍ୟ ନଜର ଆସିଥିଲେ।

ट्रेन्डिंग फोटोज़