Earthquake News: ସକାଳୁ ଭୂକମ୍ପ ଝଟକା, ଥରିଲା ମହାରାଷ୍ଟ୍ର
Advertisement

Earthquake News: ସକାଳୁ ଭୂକମ୍ପ ଝଟକା, ଥରିଲା ମହାରାଷ୍ଟ୍ର

Earthquake At Maharashtra: ସକାଳୁ ସକାଳୁ ସାଧାରଣ ଜନତାଙ୍କୁ ଡରାଇ ଦେଇଛି ଭୂକମ୍ପ । ମହାରାଷ୍ଟ୍ରର ହିଙ୍ଗୋଳି ଅଞ୍ଚଳରେ ଆଜି ସକାଳୁ ଲଗାତାର ୨ ଥର ଭୂକମ୍ପ ଅନୁଭୂତ ହୋଇଛି । 

Earthquake News: ସକାଳୁ ଭୂକମ୍ପ ଝଟକା, ଥରିଲା ମହାରାଷ୍ଟ୍ର

Earthquake At Maharashtra: ସକାଳୁ ସକାଳୁ ସାଧାରଣ ଜନତାଙ୍କୁ ଡରାଇ ଦେଇଛି ଭୂକମ୍ପ । ମହାରାଷ୍ଟ୍ରର ହିଙ୍ଗୋଳି ଅଞ୍ଚଳରେ ଆଜି ସକାଳୁ ଲଗାତାର ୨ ଥର ଭୂକମ୍ପ ଅନୁଭୂତ ହୋଇଛି । ପ୍ରଥମ ଭୂକମ୍ପ ସକାଳ ୬ଟା ୮ ମିନିଟ୍‌ରେ ହୋଇଥିଲା ଯାହାର ତୀବ୍ରତା ରିକ୍ଟର ସ୍କେଲ୍ ରେ ୪.୫ ରହିଥିଲା । ଏଥିସହ ପୁଣି ୧୧ ମିନିଟ୍ ପରେ ଅର୍ଥାତ ଳ ୬ଟା ୧୯ ସମୟରେ ଦ୍ୱିତୀୟ ଝଟକା ଅନୁଭବ ହୋଇଥିଲା । ତେବେ ଦ୍ୱିତୀୟ ଭୂକମ୍ପର ତୀବ୍ରତା ପ୍ରଥମଠାରୁ କମ୍ ୩.୬ ରେକର୍ଡ କରାଯାଇଛି ।

ପ୍ରଥମ ଝଟକା ପରେ ଅଞ୍ଚଳବାସୀଙ୍କ ମନରେ ଭୟ ଖେଳିଯାଇଥିଲା । ଲୋକମାନେ ନିଦରୁ ଉଠି ଘରୁ ବାହାରକୁ ଚାଲିଯାଇଥିଲେ । ତେବେ କିଛି ସମୟ ମଧ୍ୟ ଲୋକମାନେ ପୁଣି ଘରକୁ ଫେରିବା ପରେ ଦ୍ୱିତୀୟ ଝଟକା ଲୋକଙ୍କୁ ଆହୁରୀ ଡରାଇ ଦେଇଛି । ହୁଏତ ପୁଣିଥରେ ଭୂକମ୍ପ ହୋଇପାରେ ଭାବି କିଛି ଲୋକ ଘର ମଧ୍ୟକୁ ପ୍ରବେଶ କରିବାକୁ ଭୟ କରୁଛନ୍ତି ।

Also Read- Sadguru Health: ଅସୁସ୍ଥ ସତ୍ୱେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସଦଗୁର, ଜାଣନ୍ତୁ କେମିତି ଅଛି ସ୍ୱାସ୍ଥ୍ୟ

Also Read- Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା