Advertisement
Photo Details/zeeodisha/odisha2433902
photoDetails0hindi

Subhadra Yojana: ସୁଭଦ୍ରା ଯୋଜନାକୁ ନେଇ ଉତ୍ସାହିତ ମହିଳା, ଦେଖନ୍ତୁ କିଛି ଝଲକ୍

Subhadra Yojana: ଆଜି ଓଡି଼ଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନ୍ମଦିନ ଅବସରରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ।  

2/8

ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ମୋଦି। 

3/8

ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପାରମ୍ପାରିକ ନୃତ୍ୟ, ଗୀତ ଓ ବାଜାରେ ଝୁମୁଛନ୍ତି ଲୋକେ।

4/8

ବିଶେଷକରି, ସୁଭଦ୍ରା ଯୋଜନାକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। 

5/8

ଏନେଇ ଶହ ଶହ ମହିଳା ଜନତା ମଇଦାନ୍ ଅଭିମୁଖେ ଯାତ୍ରା କରିଛନ୍ତି। 

6/8

ଏହି ଯୋଜନାରେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ଯୋଗ୍ୟ ମହିଳା ହିତାଧିକାରୀମାନେ ୫ ବର୍ଷ ପାଇଁ ଏମିତି ବାର୍ଷିକ ଦୁଇଟି କିସ୍ତିରେ ସେମାନଙ୍କ ଆକାଉଣ୍ଟକୁ ୧୦ ହଜାର ଟଙ୍କା ଲେଖାଏଁ ଯିବ। 

7/8

ସେପଟେ, ଓଡ଼ିଶା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଏକ ଟ୍ବିଟ୍‌ କରିଛନ୍ତି। ଟ୍ବିଟ୍‌ ରେ ଏହା ଲେଖିଛନ୍ତି ଯେ, ସୁଭଦ୍ରା ଯୋଜନାର ଶୁଭାରମ୍ଭ ନେଇ ଉତ୍ସାହିତ ଥିବା କହିଛନ୍ତି। ସୁଭଦ୍ରା ଯୋଜନା ନାରୀ ସଶକ୍ତୀକରଣକୁ ଆଗକୁ ବଢ଼ାଇବାରେ ସାହାର୍ଯ୍ୟ କରିବ। ନାରୀଶକ୍ତିକୁ ଆର୍ଥିକ କ୍ଷେତ୍ରରେ ସ୍ବାଧୀନତା ଦେବ ବୋଲି ସେ କହିଛନ୍ତି। 

8/8