ଶବଦାହ ହେବ ସହଜ, ସ୍ୱର୍ଗଦ୍ୱାର ମୋବାଇଲ୍ ଆପ୍ ଲୋକାର୍ପିତ
Advertisement

ଶବଦାହ ହେବ ସହଜ, ସ୍ୱର୍ଗଦ୍ୱାର ମୋବାଇଲ୍ ଆପ୍ ଲୋକାର୍ପିତ

Swargadwar mobile app: ଲୋକଙ୍କ ସୁବିଧା ପାଇଁ ତଥା ସହଜରେ ଶବଦାହ ପାଇଁ ପଞ୍ଜିକରଣ କରିବା ପାଇଁ ନୂଆ ଏକ ମୋବାଇଲ୍ ଆପ୍ ଲୋକାର୍ପିତ କରାଯାଇଛି । ଏହି ଆପର ନାଁ ରହିଛି 'ସ୍ୱର୍ଗଦ୍ୱାର ମୋବାଇଲ୍ ଆପ୍' । ଏହି ମୋବାଇଲ୍ ଆପକୁ ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶ ଲୋକାର୍ପଣ କରିଛନ୍ତି ।

ଶବଦାହ ହେବ ସହଜ, ସ୍ୱର୍ଗଦ୍ୱାର ମୋବାଇଲ୍ ଆପ୍ ଲୋକାର୍ପିତ

ପୁରୀ: ଲୋକଙ୍କ ସୁବିଧା ପାଇଁ ତଥା ସହଜରେ ଶବଦାହ ପାଇଁ ପଞ୍ଜିକରଣ କରିବା ପାଇଁ ନୂଆ ଏକ ମୋବାଇଲ୍ ଆପ୍ ଲୋକାର୍ପିତ କରାଯାଇଛି । ଏହି ଆପର ନାଁ ରହିଛି 'ସ୍ୱର୍ଗଦ୍ୱାର ମୋବାଇଲ୍ ଆପ୍' । ଏହି ମୋବାଇଲ୍ ଆପକୁ ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶ ଲୋକାର୍ପଣ କରିଛନ୍ତି ।

ଦୂର ଦୁରାନ୍ତରୁ ଶବ ସଂସ୍କାର କରିବା ପାଇଁ ଆସୁଥିବା ବ୍ୟକ୍ତିମାନେ ଏହି ମୋବାଇଲ୍ ଆପ୍ ମାଧ୍ୟମରେ ସାହାଯ୍ୟ ପାଇ ପାରିବେ । ଏଥିରେ ସମସ୍ତ ସୂଚନା ଉପଲବ୍ଧ ରହିଛି । ଯାହା ଲୋକଙ୍କ ପାଇଁ ସୁବିଧାଜନକ ହେବ । ସ୍ୱର୍ଗଦ୍ୱାରକୁ ଶବ ଆଣିବାର ଯଥେଷ୍ଟ ପୂର୍ବରୁ ଆଗୁଆ ପଞ୍ଜିକରଣ କରିହେବ ଏହି ନୂଆ ଆପରେ । ଏହି ଲୋକାର୍ପଣ ଉତ୍ସବରେ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ସମେତ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଉପସ୍ଥିତ ରହିଥିଲେ ।

Also Read- Bollywood News: ୟାମି ଗୌତମଙ୍କୁ ଶୁଭେଚ୍ଛା ଜଣାଇଲେ କଙ୍ଗନା ରଣାୱତ, ଜାଣନ୍ତୁ କାରଣ

Also Read- ଓଡ଼ିଶା କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ଛାତ୍ରୀବାସରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର