Jio Recharge Plan: ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ମିଳିବ ୨୦ଜିବି ମାଗଣା ଡାଟା, ଜାଣନ୍ତୁ କିପରି
Advertisement
Article Detail0/zeeodisha/odisha2227332

Jio Recharge Plan: ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ମିଳିବ ୨୦ଜିବି ମାଗଣା ଡାଟା, ଜାଣନ୍ତୁ କିପରି

Jio Recharge Plan: ଜିଓ ଗ୍ରାହକଙ୍କ ପାଇଁ  ଏକ ନୂଆ ଖୁସି ଖବର ଆସିଛି । ସମସ୍ତ ଉପଭୋକ୍ତାଙ୍କୁ ୨୦ ଜିବି ଡାଟା ମାଗଣା ମିଳିବ । ତେବେ ଏହି ସୁବିଧା ଆପଣଙ୍କୁ କିପରି ମିଳିବ ସେ ବିଷୟରେ ଆଜି ଆପଣଙ୍କୁ କହିବୁ ।  

ମାତ୍ର ୭୪୯ ଟଙ୍କା ରିଚାର୍ଜ ପ୍ଲାନ ଆପଣାଇବା ପରେ ଆପଣ ସେହି ପ୍ଲାନ ଅଧିନରେ ମାଗଣା ଇଣ୍ଟରନେଟ ସହ ଅନେକ ସୁବିଧା  ପାଇପାରିବେ । ଏହା ୭୯୯ ଟଙ୍କା ପ୍ରିପେଡ୍ ରିଚାର୍ଜ ସହିତ ସମାନ କିନ୍ତୁ ଏଥିରେ ଆପଣଙ୍କୁ ଜିଓର ଅନ୍ୟାନ୍ୟ ସୁବିଧା ମିଳିବ । ଏହା ଏପରି ଏକ ପ୍ଲାନ ଯାହା ଆପଣଙ୍କୁ ବାରମ୍ବାର ରିଚାର୍ଜ କରିବା ଚିନ୍ତାରୁ ମୁକ୍ତି ଦେବ ।

ଜିଓର ୭୪୯ ଟଙ୍କା ରିଚାର୍ଜ ପ୍ଲାନରେ଼ ଆପଣଙ୍କୁ ସମୁଦାୟ ୯୦ ଦିନର ବୈଧତା ମିଳିବ । କହିବାକୁ ଗଲେ ଦିନକୁ ପ୍ରାୟ ମାତ୍ର ୮ଟଙ୍କା ଆପଣ ଖର୍ଚ୍ଚ କରିବେ । ଏହି ପ୍ଲାନ ଆପଣାଇବା ପରେ ଆପଣ ପ୍ରତ୍ୟେକ ନେଟୱାର୍କକୁ ମାଗଣା କଲ୍ କରିବାର ସୁବିଧା ପାଇପାରିବେ । ଏହା ସହିତ, ଆପଣ ପ୍ରତିଦିନ ୩ଜିବି (2GB) ପର୍ଯ୍ୟନ୍ତ ହାଇସ୍ପିଡ୍ ଇଣ୍ଟରନେଟର ମଜା ନେଇପାରିବେ । ଏଥିସହ ଆପଣଙ୍କୁ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ । ଯେଉଁଠାରେ ଆପଣ ୧୪ଟି OTT ପ୍ଲାଟଫର୍ମ ବ୍ୟବହାର କରିପାରିବେ । କେବଳ ସେତିକି ନୁହେଁ ଆପଣ ୧୮ ଜିବି (18 GB) ପର୍ଯ୍ୟନ୍ତ ଅତିରିକ୍ତ ଡାଟା ସୁବିଧାର ଲାଭ ପାଇପାରିବେ ।

ଜିଓ ପକ୍ଷରୁ ଗ୍ରାହକଙ୍କ ପାଇଁ ଥିବା ଆଉ ଏକ ପ୍ଲାନ ହେଉଛି ୧୧୯୮ ଟଙ୍କା । ଯେଉଁଥିରେ ଆପଣଙ୍କୁ ଏହି ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା ମିଳିବ । ଏହା ସହିତ ଏହି ପ୍ଲାନରେ ଅସୀମିତ ଭଏସ୍ କଲିଂର ସୁବିଧା ଆପଣ ପାଇପାରିବେ । ଏଥିସହ ପ୍ରତିଦିନ ୧୦୦ଟି SMS ଆପଣ ମାଗଣାରେ ପଠାଇପାରିବେ । ଏହି ଯୋଜନା ଅଧିନରେ ୧୪ଟି OTT ଆପ୍ସର ସବସ୍କ୍ରିପସନ୍ ଆପଣଙ୍କୁ ମିଳିବ । ଆପଣ ଜିଓ ସିନେମା, ଜିଓ ଟିଭିର ମଜା ନେଇପାରିବେ ।

Also Read- Shani Nakshatra Parivartan: ମଇ ୧୨ରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ୩ରାଶିକୁ ଲାଭ

Also Read- Weekly Horoscope: ୨୯ ଏପ୍ରିଲରୁ ୫ ମଇ ମଧ୍ୟରେ କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ ରାଶିଫଳ