Hockey World Cup 2023: ଜାଣନ୍ତୁ ଟିମ ଇଣ୍ଡିଆ ସମ୍ପର୍କରେ
Advertisement

Hockey World Cup 2023: ଜାଣନ୍ତୁ ଟିମ ଇଣ୍ଡିଆ ସମ୍ପର୍କରେ

ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ। ଏହି ବିଶ୍ୱକପରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ଏହି ଦଳ ଗୁଡ଼ିକୁ ମୋଟ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଟୁର୍ଣ୍ଣାମେଣ୍ଟରେ ମୋଟ ୪୪ଟି ମ୍ୟାଚ ଖେଳାଯିବ। ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ବିଶ୍ୱକପରେ ହରମନପ୍ରୀତ ସିଂହଙ

Hockey World Cup 2023: ଜାଣନ୍ତୁ ଟିମ ଇଣ୍ଡିଆ ସମ୍ପର୍କରେ

Hockey World Cup 2023: ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ। ଏହି ବିଶ୍ୱକପରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ଏହି ଦଳ ଗୁଡ଼ିକୁ ମୋଟ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଟୁର୍ଣ୍ଣାମେଣ୍ଟରେ ମୋଟ ୪୪ଟି ମ୍ୟାଚ ଖେଳାଯିବ। ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ବିଶ୍ୱକପରେ ହରମନପ୍ରୀତ ସିଂହଙ୍କ କାନ୍ଧରେ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି। ହକି ବିଶ୍ୱକପ ୨୦୨୩ ପାଇଁ ମୋଟ ୧୮ ଜଣ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି। ଏହି ବିଶ୍ୱକପର ମ୍ୟାଚ ଗୁଡ଼ିକ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ। 

ତେବେ ହକି ଇଣ୍ଡିଆ ପକ୍ଷରୁ ଘୋଷଣା ହୋଇଥିବା ଦଳର ରୂପରେଖ ଏହିପରି ରହିବ।

ଗୋଲକିପର: କୃଷ୍ଣ ବାହାଦୁର ପାଠକ ଓ ଶ୍ରୀଜେଶ ପି. ରବିନ୍ଦ୍ରନ
ଡିଫେଣ୍ଡର୍ସ: ଜରମନପ୍ରୀତ ସିଂହ, ସୁରେନ୍ଦ୍ର କୁମାର, ହରମନପ୍ରୀତ ସିଂହ (ଅଧିନାୟକ), ବରୁଣ କୁମାର, ଅମିତ ରୋହିଦାସ (ଉପଅଧିନାୟକ)
ମିଡଫିଲଡର: ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ନୀଳକାନ୍ତ ଶର୍ମା, ସମଶେର ସିଂହ, ବିବେକ ସାଗର ପ୍ରସାଦ, ଆକାଶଦୀପ ସିଂହ।

ଫରଓ୍ୱାର୍ଡ: ମନଦୀପ ସିହଂ, ଲଳୀତ କୁମାର ଉପାଧ୍ୟାୟ, ଅଭିଷେକ ଓ ସୁଖଜୀତ ସିଂହ

ଏକ୍ସଟ୍ରା ପ୍ଲେୟାର: ରାଜକୁମାର ପାଲ ଓ ଜୁଗରାଜ ସିଂହ

ଭାରତୀୟ ଦଳ
ପି ଆର ଶ୍ରୀଜେସ, କୃଷ୍ଣା ପାଠକ, ସୁରେନ୍ଦ୍ର କୁମାର, ହରମନପ୍ରୀତ ସିଂହ(ଅଧିନାୟକ), ବରୁଣ କୁମାର, ଅମିତ ରୋହିଦାସ (ଉପଅଧିନାୟକ), ନୀଲମ ସଞ୍ଜୀପ, ମନପ୍ରୀତ ସିଂହ, ହାର୍ଦ୍ଦିକ ସିହଂ, ନୀଳକାନ୍ତ ଶର୍ମା, ସମଶେର ସିଂହ, ବିବେକ ସାଗର ପ୍ରସାଦ, ଆକାଶଦୀପ ସିଂହ, ମନଦୀପ ସିଂହ, ଲଳୀତ କୁମାର ଉପାଧ୍ୟାୟ, ଅଭିଷେକ, ସୁଖଜୀତ ସିଂହ, ରାଜକୁମାର ପାଲ, ଜୁଗରାଜ ସିଂହ