Odisha Assembly: ଏଏସଓ ଚାକିରି ବିକ୍ରି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ପାଲଟା ଆଟାକ୍ କଲା ବିଜେପି
Advertisement
Article Detail0/zeeodisha/odisha2547970

Odisha Assembly: ଏଏସଓ ଚାକିରି ବିକ୍ରି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ପାଲଟା ଆଟାକ୍ କଲା ବିଜେପି

 
Odisha News: ଏଏସଓ ଚାକିରି ବିକ୍ରି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ହଟ୍ଟଗୋଳ କରୁଥିବା ବେଳେ ପାଲଟା ଆଟାକ୍ କଲା ବିଜେପି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଆସିକା ବିଧାୟକ ସରୋଜ ପାଢୀ।  

Odisha Assembly: ଏଏସଓ ଚାକିରି ବିକ୍ରି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ପାଲଟା ଆଟାକ୍ କଲା ବିଜେପି
 
Odisha News: ଏଏସଓ ଚାକିରି ବିକ୍ରି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ହଟ୍ଟଗୋଳ କରୁଥିବା ବେଳେ ପାଲଟା ଆଟାକ୍ କଲା ବିଜେପି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଆସିକା ବିଧାୟକ ସରୋଜ ପାଢୀ।  ସେ କହିଛନ୍ତି, ଯେତେ ଚାକିରି ସବୁ ବିକ୍ରି ହୋଇଛି। ଅଯୋଗ୍ୟ ଲୋକେ ଚାକିରି ପାଇଛନ୍ତି। ଓଡିଶାର ଭବିଷ୍ୟତକୁ ଉଜ୍ଜଳମୟ କରିବା ପାଇଁ, ଯୋଗ୍ୟ ଛାତ୍ରଛାତ୍ରୀ କିଭଳି ଚାକିରି ପାଇବେ।  ସେ-ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଧାନସଭାରେ ଯେଉଁ ଐତିହାସିକ ବିଲ୍ ଆଣିଛନ୍ତି, ତାହା ଦ୍ବାରା ଓଡିଶାର ଭଲ ହେବ। କୌଣସି କ୍ଷତି ହେବନି। ବିଜୁ ଜନତା ଦଳକୁ ଡର ଗୋଡାଇଛି। ସବୁ ଫସିଯିବେ, ଭିତରକୁ ପଳେଇବେ। ନୂଆ ବିଲ୍ ଆସିଲେ, ଯିଏ ଆଇନ୍ ର ଅପମାନନା କରିବ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ଅଛି। ଏ-କ କୋଟି ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଦେବ। ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ଦଳ।