Advertisement
photoDetails0hindi

Vastu Tips: ଏହି ବାସ୍ତୁ ଦୋଷ ଥିବାରୁ କେବେ ମଧ୍ୟ ଘରେ ଆସି ନଥାଏ ଧନ-ସମ୍ପତ୍ତି

Vastu Tips For Home: ଘରରେ ବାସ୍ତୁ ଦୋଷ (Vastu Problems) ଥିବାରୁ ଆପଣଙ୍କ ଧନ-ସମ୍ପତ୍ତି ବୃଦ୍ଧିରେ ରୋକ ଲାଗି ଯାଇଥାଏ । ଖର୍ଚ୍ଚ ବୃଦ୍ଧି ହୋଇଥାଏ । ଏହାସହ ଆୟର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥାଏ । କ’ଣ ଆପଣ ଜାଣିଛନ୍ତି କି ଘରରେ କେଉଁ କେଉଁ ବାସ୍ତୁ ଦୋଷ ଯୋଗୁଁ ଧନ-ସମ୍ପତ୍ତିରେ କମି ଆସିଥାଏ । ଯଦି ଆପଣଙ୍କୁ ଜଣା ନାହିଁ, ତେବେ ଆସନ୍ତୁ ଆମେ ଆପଣଙ୍କୁ ଏହି ଧନର କମିର କାରଣ ବିଷୟରେ କହିବୁ…….

 

ଘରରେ ବାସ୍ତୁ ଦୋଷ:

1/5
ଘରରେ ବାସ୍ତୁ ଦୋଷ:

ଘରରେ କଣ୍ଟା ଜାତୀୟ, କ୍ଷୀର ବାହାରୁ ଥିବା ଓ ବିଶାକ୍ତ ଗଛ ଲଗାଇଲେ ଧନ ଓ ସ୍ୱାସ୍ଥ୍ୟ ହାନି ହୋଇଥାଏ ।

2/5

ରୋଷେଇ ଘରେ ଔଷଧ ରଖୁଛନ୍ତି କି । ତେବେ ଏହି ଅଭ୍ୟାସରେ ପରିବର୍ତ୍ତନ ଆଣନ୍ତୁ, ନହେଲେ ବାସ୍ତୁ ଦୋଷ ଦେଖା ଦେବ ।

3/5

ରୋଷେଇ ଘରେ ଔଷଧ ରଖୁଛନ୍ତି କି । ତେବେ ଏହି ଅଭ୍ୟାସରେ ପରିବର୍ତ୍ତନ ଆଣନ୍ତୁ, ନହେଲେ ବାସ୍ତୁ ଦୋଷ ଦେଖା ଦେବ ।

5/5

ଘରର ପୂର୍ବ ଦିଗରେ ଅଧିକ ଉଚ୍ଚ କାନ୍ଥ ହେବାରୁ ଧନ ଓ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ।

ଡିସକ୍ଲେମର: ଏହି ପ୍ରବନ୍ଧଟି କେବଳ ସାଧାରଣ ସୂଚନା ପାଇଁ ଲେଖାଯାଇଛି । ଏହା କୌଣସି ପ୍ରକାରେ କୌଣସି ଔଷଧ କିମ୍ବା ଚିକିତ୍ସାର ବିକଳ୍ପ ହୋଇପାରିବ ନାହିଁ । ଅଧିକ ବିବରଣୀ ପାଇଁ ସର୍ବଦା ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।