Advertisement
Photo Details/zeeodisha/odisha2264455
photoDetails0hindi

Puri News: ରଥ ନିର୍ମାଣ କାମରେ ବ୍ୟସ୍ତ କାରିଗର, ଦେଖନ୍ତୁ କିଛି ଝଲକ୍

Puri News: ଅକ୍ଷୟ ତୃତୀୟା ଠାରୁ ରଥକାମ ଆରମ୍ଭ ହୋଇଛି । ତିନି ରଥ ନିର୍ମାଣରେ ଲାଗିପଡିଛନ୍ତି ମହାରଣା ସେବକ । ତେବେ, କିଭଳି ଭାବେ ରଥ ନିର୍ମାଣ କାମ ଚାଲିଛି । ଦେଖନ୍ତୁ ଏହି ମନଲୋଭା ଫଟୋ...

 

1/5

ଅକ୍ଷୟ ତୃତୀୟା ଠାରୁ ରଥକାମ ଆରମ୍ଭ ହୋଇଛି । 

2/5

ରଥଖଳାରେ ରଥ ନିର୍ମାଣ କାମ ଜାରି ରହିଛି । ଏନେଇ ଚଳଚଞ୍ଚଳ ରଥଖଳା ।

3/5

ରଥଯାତ୍ରାକୁ ନେଇ ଚାଲିଛି ତିନି ରଥ କାମ

4/5

ରଥରେ ସାଧାରଣତଃ ୧୧୩୯ ଖଣ୍ଡ କାଠ ଲାଗେ। 

 

5/5

ବିଶେଷକରି ରଥ ନିର୍ମାଣରେ ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ,ଫାସି, ଅସନ ଓ ଧଉରା ଇତ୍ୟାଦି କାଠ ବ୍ୟବହାର ହୁଏ।