Advertisement
Photo Details/zeeodisha/odisha2264576
photoDetails0hindi

Puri News: ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ଦେଖନ୍ତୁ କିଛି ସୁନ୍ଦର ଫଟୋ

Puri News: ମହାପ୍ରଭୁ ଜଗନ୍ନାଥଙ୍କର ୧୨ ମାସରେ ତେର ପର୍ବ। ମହାପ୍ରଭୁଙ୍କ ଏକାଧିକ ନୀତି ପାଇଁ ବିଭିନ୍ନ ପ୍ରକାର ସେବକ ନିଯୋଜିତ ହୋଇଥାଆନ୍ତି । ଏନେଇ ଗତକାଲି ବାହାର ଚନ୍ଦନ ଯାତ୍ରାର ଷୋଡଶ ଦିବସରେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପ ଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଦେଖନ୍ତୁ କିଛି ସୁନ୍ଦର ଫଟୋ...

1/5

ମହାପ୍ରଭୁ ଜଗନ୍ନାଥଙ୍କର ୧୨ ମାସରେ ତେର ପର୍ବ। 

 

2/5

ମହାପ୍ରଭୁଙ୍କ ଏକାଧିକ ନୀତି ପାଇଁ ବିଭିନ୍ନ ପ୍ରକାର ସେବକ ନିଯୋଜିତ ହୋଇଥାଆନ୍ତି । 

 

3/5

ବାହାର ଚନ୍ଦନ ଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରିଣୀଠାରେ ମହାପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ସମ୍ପନ୍ନ ହୋଇଛି। 

 

4/5

ଏହାସହ ଚାପ ଅନୁଷ୍ଠିତ ହୋଇଛି। 

5/5

ମହାପ୍ରଭୁଙ୍କ ଏହି ନୀତି ଦେଖି ଭକ୍ତଙ୍କୁ ଭାବ ବିହୋଳ ହୋଇପଡିଛନ୍ତି