Advertisement
Photo Details/zeeodisha/odisha1695687
photoDetails0hindi

Actresses Engagement Rings: ନିର୍ବନ୍ଧରେ କେଉଁ ଅଭିନେତ୍ରୀ ପିନ୍ଧିଥିଲେ ସବୁଠୁ ଦାମୀ ମୁଦି, ଦେଖନ୍ତୁ ତାଲିକା

Actresses Engagement Rings: ଶନିବାର ଦିନ ନୂଆଦିଲ୍ଲୀ କନ୍ନଟପ୍ଲେସ ସ୍ଥିତ କପୁରତାଲା ହାଉସରେ ଶେଷ ହୋଇଛି ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ । ତେବେ ନିର୍ବନ୍ଧରେ ଅଭିନେତ୍ରୀ ଦାମୀ ମୁଦି ପିନ୍ଧିଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଆଜି ଆସନ୍ତୁ ଜାଣିବା କେଉଁ ବି-ଟାଉନ୍ ଅଭିନେତ୍ରୀମାନେ ପିନ୍ଧିଥିଲେ ଦାମୀ ଇନଜେଗମେଣ୍ଟ ରିଙ୍ଗ ।

1/5

ନିର୍ବନ୍ଧରେ ପରିଣୀତି ଚୋପ୍ରା ଏକ ସଟଲ ସାଲିଟେୟର ହୀରା ମୁଦି ପିନ୍ଧିଥିଲେ । ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ମୂଲ୍ୟ ବିଷୟରେ କହିବାକୁ ଗଲେ ଅଭିନେତ୍ରୀଙ୍କ ଏହି ମୁଦି ବହୁତ ମହଙ୍ଗା ବୋଲି ଚର୍ଚ୍ଚା ହେଉଛି ।

2/5

ରଣବୀର କପୁରଙ୍କ ଲକି ନମ୍ବର ୮କୁ ଆଲିଆ ଭଟ୍ଟଙ୍କ ଏନଗେଜମେଣ୍ଟ ରିଙ୍ଗରେ କଷ୍ଟୋମାଇଜ୍ କରାଯାଇଥିଲା । ନିର୍ବନ୍ଧରେ ଆଲିଆ ପିନ୍ଧିଥିବା ମୁଦିର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ଅଟେ ।

3/5

କିଆରା ଆଡ଼ଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା ବଲିଉଡ଼ର ନିୟୁଲି ୱେଡ଼ କପଲ ଅଟନ୍ତି । ଅଭିନେତ୍ରୀ କିଆରା ନିଜ ନିର୍ବନ୍ଧରେ ୧ କୋଟି ଟଙ୍କା ମୂଲ୍ୟର ଏକ ଓଭାଲ ସେପ ହୀରା ମୁଦି ପିନ୍ଧିଥିଲେ ।

4/5

କ୍ୟାଟ୍ରିନା କୌଫ ନିଜ ନିର୍ବନ୍ଧରେ ଏକ ବ୍ଲୁ ସଫାରି ପିନ୍ଧିଥିଲେ ଯାହାର ମୂଲ୍ୟ ପ୍ରାୟ ୭.୪ ଲକ୍ଷ ଟଙ୍କା ଅଟେ ।

5/5

ଦୀପିକା ପାଦୁକୋନ ନିର୍ବନ୍ଧରେ ୧୪ କ୍ୟାରେଟ୍ ସଲିଟାୟାର ମୁଦି ପିନ୍ଧିଥିଲେ ଯାହାର ମୂଲ୍ୟ ପ୍ରାୟ ୫୦-୭୫ ଲକ୍ଷ ଟଙ୍କା ଅଟେ।