Advertisement
photoDetails0hindi

Curry Leaves: ଭୃସଙ୍ଗ ପତ୍ରର ଜବରଦସ୍ତ ଫାଇଦା, ଜାଣନ୍ତୁ କଣସବୁ ମିଳେ ଲାଭ

କେବଳ ଖାଦ୍ୟକୁ ସୁସ୍ୱାଦୁ ବନେଇବା ପାଇଁ ଭୃସଙ୍ଗ ପତ୍ରର ବ୍ୟବହାର କରାଯାଏ ତାହା ନୁହେଁ, ଆପଣ ଭୃସଙ୍ଗ ପତ୍ର ବ୍ୟବହାର କରି ନିଜକୁ ସୁସ୍ଥ ରଖିପାରିବେ ।

1/5

ଓଜନ ବୃଦ୍ଧି ଏକ ଗମ୍ଭୀର ସମସ୍ୟା : ବର୍ତ୍ତମାନ ସମୟରେ ଅନେକ ଲୋକ ଓଜନ ବୃଦ୍ଧି ଯୋଗୁଁ ଅନେକ ରୋଗର ଶୀକାର ହେଉଛନ୍ତି। ମୋଟାପଣକୁ କମ୍ କରିବାକୁ ଲୋକେ ଅନେକ ପ୍ରକାର ହେଲ୍ଥ ଟିପ୍ସ ଆପଣାଉଛନ୍ତି।

 

2/5

ଓଜନ କମାଇବା ପାଇଁ ଭୃସଙ୍ଗ ପତ୍ର ସାହାର୍ଯ୍ୟ କରିବ: ଭୃସଙ୍ଗ ପତ୍ର ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ପ୍ରଭାବଶାଳୀ । ଏହା ଶରୀରରୁ କ୍ଷତିକାରକ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ, ଯେଉଁ କାରଣରୁ ଶରୀର ଡିଟକ୍ସାଇଡ୍ ହୋଇଯାଏ ।

3/5

 ଏହା ବ୍ୟତୀତ, ଭୃସଙ୍ଗ ପତ୍ର ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟିମାଇକ୍ରୋବାୟଲ୍ ଏବଂ ଆଣ୍ଟିକାର୍କିନୋଜେନିକ୍ ଗୁଣରେ ଭରପୂର ଅଟେ

 

4/5

ଭୃସଙ୍ଗ ପତ୍ରରୁ ଓଜନ ହ୍ରାସ ପାନୀୟ ପ୍ରସ୍ତୁତ ଉପାୟ :ଏହି ପାନୀୟ ପ୍ରସ୍ତୁତ କରିବା ପାଇଁ, ଭୃସଙ୍ଗ ପତ୍ରକୁ ସଫା କରି ଧୋଇ ଦିଅନ୍ତୁ । ବର୍ତ୍ତମାନ ଏହି ଭୃସଙ୍ଗ ପତ୍ରକୁ ଏକ ଗ୍ଲାସ୍ ପାଣିରେ ମିଶାଇ ଏକ ପାନୀୟ ପ୍ରସ୍ତୁତ କରନ୍ତୁ । 

5/5

ସ୍ଵାଦ ପାଇଁ ଲେମ୍ବୁ ରସ ମିଶାଇ ପାରିବେ: ସ୍ୱାଦ ପାଇଁ ଆପଣ ଏହି ମିଶ୍ରଣରେ ଅଳ୍ପ ବୁନ୍ଦା ଲେମ୍ବୁ ରସ ମିଶାଇ ପାରିବେ । ଆପଣଙ୍କର ଓଜନ ହ୍ରାସ ପାନୀୟ ପ୍ରସ୍ତୁତ ।