Advertisement
photoDetails0hindi

Jackfruit Benefits: ଏହି ଉପାୟରେ ପଣସ ଖାଇଲେ ଆପଣଙ୍କୁ ଛୁଇଁବନି ଏହି ସବୁ ରୋଗ!

Jackfruit Benefits News In Odia: ଗ୍ରୀଷ୍ମ ଦିନେ ଖାସ୍ କରି ପଣସ (Jackfruit) ଚାରିଆଡେ ସହଜରେ ମିଳିଥାଏ । ଏହି ଫଳ ଅଧିକାଂଶ ଲୋକଙ୍କୁ ଖାଇବାକୁ ବେଶ୍ ଭଲ ଲାଗିଥାଏ(Jackfruit Health Benefits) । ତେବେ, ଫଳ ସ୍ବାସ୍ଥ୍ୟପ୍ରତି ବେଶ ହିତକର ହୋଇଥାଏ । ଏହି ଫଳ ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ସହ ପ୍ରଚୁର ପରିମାଣର ଭିଟାମିନ୍ ମଧ୍ୟ ମିଳିଥାଏ । 

1/7

ପଣସ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । 

2/7

କ୍ୟାନସରର ଆଶଙ୍କାଙ୍କୁ ମଧ୍ୟ ଏହା ଏଡାଇବାରେ ସାହାର୍ଯ୍ୟ କରିଥାଏ।

3/7

ଏହାସହ ଅଲସର୍ ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରେ ।

4/7

ଏହା ହାଡକୁ ମଜବୁତ କରିବା ସହ ଶକ୍ତି ମଧ୍ୟ ଯୋଗାଏ। 

5/7

ଏଥିସହ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରେ  । ପଣସ ଖାଇବା ଦ୍ୱାରା ଚେହେରାରେ ଚମକ ଆସିଥାଏ । 

6/7

ରକ୍ତ ଶର୍କରାକୁ ନିୟନ୍ତ୍ରଣ କରି ରଖିବାରେ ପଣସ ବେଶ ସହାୟକ ହୋଇଥାଏ । 

7/7

ପ୍ରତିଦିନ ପଣସ ଖାଇବା ଦ୍ୱାରା, ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)