Advertisement
photoDetails0hindi

କିଏ ସେ ମହିଳା? ଯିଏ ଆୱାର୍ଡ଼ରେ ଶୋ’ରେ ସଲମାନ ଖାନଙ୍କୁ ଦେଲେ ବିବାହ ପ୍ରସ୍ତାବ

Alena Khalifeh Proposed Salman Khan: ସମସ୍ତେ ଜାଣିବାକୁ ଚାହାଁନ୍ତି ଆଇଫା ଆୱାର୍ଡ଼ରେ ସଲମାନ ଖାନଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିବା ଆଲିନା ଖାଲଫି କିଏ, ଆସନ୍ତୁ ଜାଣିବା....

1/6

ସୁପରଷ୍ଟାର ସଲମାନ ଖାନଙ୍କୁ ବିବାହ ଲାଗି ପ୍ରସ୍ତାବ ଦେଇଥିବା ଆଲିନା ଖାଲଫି ଜଣେ ଡିଜିଟାଲ କଣ୍ଟେଣ୍ଟ୍ କ୍ରିଏଟର ଅଟନ୍ତି ।

2/6

ବର୍ତ୍ତମାନ ଚର୍ଚ୍ଚାରେ ଥିବା ଆଲିନା ଜଣେ ହଲିଉଡ଼ ହୋଷ୍ଟ ଅଟନ୍ତି । ସେ "ଏକେ ଚାଟ୍” ନାମକ ଏକ ଶୋ' ହୋଷ୍ଟ କରନ୍ତି  ।

3/6

ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଥିବା ଆଲିନାଙ୍କର ଇନଷ୍ଟାଗ୍ରାମରେ ୯୦.୫ ଜଣ ଫଲୋୟର୍ସ ରହିଛନ୍ତି  ।

4/6

ନିକଟରେ ଆଲିନା IIFA 2023କୁ କଭର୍ କରିବାକୁ ଯାଇଥିଲେ । ସେଠାରେ ସେ ସଲମାନ ଖାନଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ।  

5/6

 ଆୱାର୍ଡ଼ ଶୋ’ରେ ଆଲିନା ସଲମାନ ଖାନଙ୍କୁ କହିଥିଲେ, 'ମୁଁ ତୁମକୁ ଏକ ପ୍ରଶ୍ନ ପଚାରିବା ପାଇଁ ହଲିଉଡ଼ରୁ ଆସିଛି । ଯେବେଠାରୁ ମୁଁ ତୁମକୁ ଦେଖିଛି ସେବେଠାରୁ ମୁଁ ଭଲ ପାଇ ବସିଛି, କ'ଣ ତୁମେ ମୋତେ ବିବାହ କରିବ? '

6/6

ଆଲିନାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସଲମାନ ଖାନ୍ କହିଛନ୍ତି ଯେ, ଆଲିନା ତାଙ୍କୁ ୨୦ ବର୍ଷ ପୂର୍ବେ ସାକ୍ଷାତ କରିବା ଉଚିତ୍ ଥିଲା ।