Advertisement
photoDetails0hindi

Health Tips: ସୁସ୍ଥ ଶରୀର ପାଇଁ ବରଦାନ ଲିଚୁ କୋଳି, ଖାଇଲେ ଛୁଇଁ ନଥାଏ ଏହି ସବୁ ଘାତକ ରୋଗ!

Health Tips: ଲିଚୁ ଏକ ଖରାଦିନିଆ ଫଳ । ପିଲାଠୁ ବୁଢା ଯାଏଁ , ସମସ୍ତ ଲିଚୁ (Lychee)ଖାଇବାକୁ ପସନ୍ଦ କରନ୍ତି । ବଜାରରେ ଏହା ସହଜରେ ମିଳିଥାଏ । ଦାମ୍ ମଧ୍ୟ ବେଶି ନଥାଏ। ତେବେ ଲିଚୁ ପାଟିକୁ ଯେତିକି ସୁଆଦିଆ ତାହା ଉତ୍ତମ ସ୍ବାସ୍ଥ୍ୟ ପାଇଁ ଏକ ବରଦାମ ମଧ୍ୟ କହିଲେ ଅତୃକ୍ତି ହେବ ନାହିଁ (health benefits of Lychee) ।

1/6

ଲିଚୁ ଖାଇବା ଦ୍ବାରା ଆପଣଙ୍କ ହାଡ ମଜବୁତ ହେବା ସହ ହାର୍ଟ ମଧ୍ୟ ସୁସ୍ଥ ରହେ । 

2/6

ଲିଚୁ ଫଳକୁ ଭିଟାମିନ ସି'ର ଗନ୍ତାଘର ବୋଲି କୁହାଯାଏ। 

 

3/6

ଏହା ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର । ଏହାକୁ ଖାଇଲେ ଆପଣଙ୍କୁ କ୍ୟାନସର ଓ ଡାଇବେଟିସ୍ ରୋଗ ହେବାର ଆଶଙ୍କା କମ୍ ଥାଏ। 

4/6

ଖାସ୍ କରି ଲିଭର କ୍ୟାନସର ହେବାର ଆଶଙ୍କା କମ୍ ଥାଏ। ଏହାସହ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସହାୟକ ହୁଏ ।

5/6

ଶରୀରରୁ ଚର୍ବି ହଟାଇବାରେ ଏହା ସାହର୍ଯ୍ୟ କରେ। ଏବଂ ଆପଣଙ୍କ ଓଜନ ଶିଘ୍ର  ହ୍ରାସ କରିବାରେ ସହାୟକ ହୋଇଥାଏ ।

6/6

ଖାସ୍ କରି ଖରାଦିନେ ଲିଚୁ କୋଳି ଖାଇବା ଦ୍ବାରା ସୂର୍ଯ୍ୟଙ୍କ ତାପରୁ ତ୍ବଚାକୁ ରକ୍ଷା କରିବାରେ ସାହାର୍ଯ୍ୟ କରେ। ଯାହା ଆପଣଙ୍କୁ ହେଲଥି ଓ ଗ୍ଲୋଇିଂ ସ୍କିନ୍ ପ୍ରଦାନ କରିବାରେ ସହାୟକ ହୁଏ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)