Summer Fruits: ଖରାଦିନ (Summer) ଆରମ୍ଭ ହୋଇଯାଇଛି । ଟାଣ ଖରାରେ ଶରୀରକୁ ସୁସ୍ଥ ରଖିବାକୁ ହେଲେ କିଛି ଜଳୀୟ ଅଂଶ ଥିବା ଫଳ ଖାଇବା ଉଚିତ୍ । ଯାହାକୁ ଖାଇବା ଦ୍ବାରା ଆପଣ ଖରାଦିନେ ସୁସ୍ଥ ରହିବା ସହ । ଦିନ ସାରା ହାଇଡ୍ରେଡ୍ ରହିବେ। ଏବଂ ଆପଣଙ୍କୁ ସତେଜ ଅନୁଭବ ହେବ।
ସେଓ , ଭିଟାମିନ୍ ସି'ରେ ଭରପୂର । ଏଥିରେ ଫାଇବର, ଭିଟାମିନ୍ ଓ ଆଣ୍ଟି ଅକ୍ଟିଡାଣ୍ଟ ଥାଏ । ଯାହା ଖରାରୁ ଆପଣଙ୍କୁ ରକ୍ଷା କରେ। ଏବଂ ଦିନ ଦିନସାରା କାମ କରିବାକୁ ଆପଣଙ୍କୁ ଶକ୍ତି ଯୋଗାଇ ଥାଏ।
ଖରାଦିନିଆ ଫଳ ଭିତରେ ତରଭୂଜ ଅନ୍ୟତମ। ଏହି ଫଳରେ ୮୦ ପ୍ରତିଶତ ଜଳ ଥାଏ। ଯାହା ଆପଣଙ୍କ ଶରୀରକୁ ଡିହ୍ରାଇଡ୍ରେଡ୍ ହବାକୁ ଦିଏ ନାହିଁ।
ସେହିପରି ସପୁରୀ ମଧ୍ୟ ଖରାଦିନେ ଖାଇବା ଉଚିତ୍। ସପୁରୀରେ ଭିଟାମିନ୍ ସି ପ୍ରଚୁର ପରିମାଣ ରହିଛି। ଏହା ସ୍ବାସ୍ଥ୍ୟ ପାଇଁ ବେଶ ହିତକର। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।
ପିଚ୍ ଫଳ ମଧ୍ୟ ଖରାଦିନେ ଖାଇଲେ ଅନେକ ଫାଇଦା ମିଳିଥାଏ।
ଷ୍ଟବେରୀରେ ମଧ୍ୟ ଭିଟାମିନ୍ ସି ଓ ବି ପ୍ରଚୁର ପରିମାଣରେ ଥାଏ । ଯାହା ଖରାଦିନେ ଆପଣଙ୍କ ସ୍ବାସ୍ଥ୍ୟକୁ ନିରୋଗ ରଖିବାରେ ସହାୟକ ହୋଇଥାଏ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। )
ट्रेन्डिंग फोटोज़