Advertisement
photoDetails0hindi

Summer Fruits: ଖରାଦିନେ ଖାଆନ୍ତୁ ଏହି ୫ଟି ଫଳ, ରହିବେ ଫିଟ୍ ଆଣ୍ତ ଫାଇନ୍

Summer Fruits: ଖରାଦିନ (Summer) ଆରମ୍ଭ ହୋଇଯାଇଛି । ଟାଣ ଖରାରେ ଶରୀରକୁ ସୁସ୍ଥ ରଖିବାକୁ ହେଲେ କିଛି ଜଳୀୟ ଅଂଶ ଥିବା ଫଳ ଖାଇବା ଉଚିତ୍ । ଯାହାକୁ ଖାଇବା ଦ୍ବାରା ଆପଣ ଖରାଦିନେ ସୁସ୍ଥ ରହିବା ସହ । ଦିନ ସାରା ହାଇଡ୍ରେଡ୍ ରହିବେ। ଏବଂ ଆପଣଙ୍କୁ ସତେଜ ଅନୁଭବ ହେବ।

1/5

ସେଓ , ଭିଟାମିନ୍ ସି'ରେ ଭରପୂର । ଏଥିରେ ଫାଇବର, ଭିଟାମିନ୍ ଓ ଆଣ୍ଟି ଅକ୍ଟିଡାଣ୍ଟ ଥାଏ । ଯାହା ଖରାରୁ ଆପଣଙ୍କୁ ରକ୍ଷା କରେ। ଏବଂ ଦିନ ଦିନସାରା କାମ କରିବାକୁ ଆପଣଙ୍କୁ ଶକ୍ତି ଯୋଗାଇ ଥାଏ।

2/5

ଖରାଦିନିଆ ଫଳ ଭିତରେ ତରଭୂଜ ଅନ୍ୟତମ। ଏହି ଫଳରେ ୮୦ ପ୍ରତିଶତ ଜଳ ଥାଏ। ଯାହା ଆପଣଙ୍କ ଶରୀରକୁ ଡିହ୍ରାଇଡ୍ରେଡ୍ ହବାକୁ ଦିଏ ନାହିଁ।  

 

3/5

ସେହିପରି ସପୁରୀ ମଧ୍ୟ ଖରାଦିନେ ଖାଇବା ଉଚିତ୍। ସପୁରୀରେ ଭିଟାମିନ୍ ସି ପ୍ରଚୁର ପରିମାଣ ରହିଛି।  ଏହା ସ୍ବାସ୍ଥ୍ୟ ପାଇଁ ବେଶ ହିତକର। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। 

 

4/5

ପିଚ୍ ଫଳ ମଧ୍ୟ ଖରାଦିନେ ଖାଇଲେ  ଅନେକ ଫାଇଦା ମିଳିଥାଏ।

5/5

ଷ୍ଟବେରୀରେ ମଧ୍ୟ ଭିଟାମିନ୍ ସି ଓ ବି ପ୍ରଚୁର ପରିମାଣରେ ଥାଏ ।  ଯାହା ଖରାଦିନେ ଆପଣଙ୍କ ସ୍ବାସ୍ଥ୍ୟକୁ ନିରୋଗ ରଖିବାରେ ସହାୟକ ହୋଇଥାଏ। 

 

 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। )