Advertisement
Photo Details/zeeodisha/odisha2606132
photoDetails0hindi

Gold Price Today: ବାହାଘର ସିଜିନ୍ ରେ ସୁନାପ୍ରେମୀଙ୍କୁ ଝଟକା, ପୁଣି ବଢିଲା ସୁନା ଦର

Gold Price Today: ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର।  ପୁଣି ବଢିଲା ସୁନା ରେଟ୍। ଗତ କିଛି ଧରି ସୁନା ଦର ବୃହତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଆଜି ପୁଣି ଦର ବୃଦ୍ଧି ପାଇଛି। ସବୁଠାରୁ ବଡ଼ କଥା ହେଲା ଏବେ ବାହାଘର ସିଜିନ୍ ଥିବାରୁ ସୁନାଦରର ବୃଦ୍ଧି ସୁନାପ୍ରେମୀଙ୍କ ମୁଣ୍ଡ ବିନ୍ଧାଇଦେଇଛି। ତେବେ ଯଦି ଆପଣ ଆଜି ସୁନା ରୂପା କିଣିବାକୁ ଯୋଜନା କରିଛନ୍ତି । ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ଆସନ୍ତୁ ଜାଣିବା ଆଜି ଭୁବନେଶ୍ୱର ସମେତ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ ଓ କୋଲାକାତାରେ କେତେ ରହିଛି ସୁନାଦର। 

 

1/5

ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଭରିପିଛା ୭୪ ହଜାର ୫୧୦ ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଭରିପିଛା ୮୧ ହଜାର ୨୮୦ ଟଙ୍କା ଓ ୧୮ କ୍ୟାରେଟ୍ ସୁନା ଭରିପିଛା ୬୦ ହଜାର ୯୭୦ ଟଙ୍କା ରହିଛି। 

Also Read: January 18 Financial Horoscope: ଶଶ ରାଜଯୋଗ ସହ ମିଳିବ ଶନିଦେବଙ୍କ ଆଶୀର୍ବାଦ, ୫ରାଶିକୁ ଲାଭ

Also Read: Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ଶନିବାର, ଜାଣନ୍ତୁ ଆଜିର ରାଶିଫଳ

2/5

ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଭରିପିଛା ୭୪ ହଜାର ୫୦୦ ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଭରିପିଛା ୮୧ ହଜାର ୨୬୦ ଟଙ୍କା ଓ ୧୮ କ୍ୟାରେଟ୍ ସୁନା ଭରିପିଛା ୬୦ ହଜାର ୯୬୦ ଟଙ୍କା ରହିଛି। 

3/5

ଅନ୍ୟପଟେ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ଭରିପିଛା ୭୪ ହଜାର ୩୫୦ ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଭରିପିଛା ୮୧ ହଜାର ୧୧୦ ଟଙ୍କା ଓ ୧୮ କ୍ୟାରେଟ୍ ସୁନା ଭରିପିଛା ୬୦ ହଜାର ୮୩୦ ଟଙ୍କା ରହିଛି। 

4/5

ସେହିପରି ଚେନ୍ନାଇରେ ମଧ୍ୟ ମୁମ୍ବାଇ ପରି ସୁନା ଦର ସ୍ଥିର ରହିଛି। ୨୨ କ୍ୟାରେଟ୍ ସୁନା ଭରିପିଛା ୭୪ ହଜାର ୩୫୦ ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଭରିପିଛା ୮୧ ହଜାର ୧୧୦ ଟଙ୍କା ଓ ୧୮ କ୍ୟାରେଟ୍ ସୁନା ଭରିପିଛା ୬୧ ହଜାର ୩୦୦  ଟଙ୍କା ରହିଛି। 

5/5

ସବା ଶେଷରେ କୋଲକାତାରେ ମଧ୍ୟ ଆଜି ସୁନା ଦର ହ୍ରାସ ହୋଇଛି।  ୨୨ କ୍ୟାରେଟ୍ ସୁନା ଭରିପିଛା ୭୪ ହଜାର ୩୫୦ ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଭରିପିଛା ୮୧ ହଜାର ୧୧୦ ଟଙ୍କା ଓ ୧୮ କ୍ୟାରେଟ୍ ସୁନା ଭରିପିଛା ୬୦ ହଜାର ୮୩୦  ଟଙ୍କା ରହିଛି।