Advertisement
Photo Details/zeeodisha/odisha1659237
photoDetails0hindi

BJD jharsuguda candidate: ଜାଣନ୍ତୁ ବିଜେଡି଼ ପ୍ରାର୍ଥିନୀ ଦୀପାଳି ଦାସଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ, କେତେ ରହିଛି ସଂପତ୍ତି ମୂଲ୍ୟ

Dipali dash: ଝାରସୁଗୁଡ଼ା ଉପ-ନିର୍ବାଚନ ଲାଗି ମଙ୍ଗଳବାର ଦିନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ । ପିତା ନବ ଦାସଙ୍କ ହତ୍ୟା ପରେ ଖାଲି ପଡ଼ିଥିବା ଆସନରୁ ପ୍ରାର୍ଥୀ ହୋଇଛନ୍ତି ଦୀପାଳି ।

1/5

ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡ଼ାରେ ଖାଲି ପଡ଼ିଥିବା ଆସନରୁ ଦୀପାଳିଙ୍କୁ ପ୍ରୀର୍ଥୀ କରିଛି ଦଳ ।

2/5

ବିଜେଡ଼ି ପ୍ରାର୍ଥିନୀ ଦୀପାଳି ସ୍ପେନର ବାର୍ସିଲୋନା ସ୍ଥିତ ଇୟୁ ବିଜନେଓ ସ୍କୁଲରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି ।

3/5

ଦୀପାଳି ଦାସଙ୍କ ନିକଟରେ ୩୪ ଲକ୍ଷ ୩୯ ହଜାର ଟଙ୍କା ମୂଲ୍ୟର ସ୍ଥାବର ସଂପତ୍ତି ରହିଥିବା ବେଳେ ପ୍ରାୟ ୧ କୋଟି ୮୮ ଲକ୍ଷ ୬ ହଜାର ୪୩୬ ଟଙ୍କାର ଅସ୍ଥାବର ସଂପତ୍ତି ରହିଛି ।

4/5

ଦୀପାଳି ନିଜ ପାଖରେ କୌଣସି ସୁନା ଗହଣା ରଖିନାହାନ୍ତି ।

5/5

ବିଜେଡ଼ି ପ୍ରାର୍ଥିନୀଙ୍କ ନିକଟରେ ୪୨ ଲକ୍ଷ ମୂଲ୍ୟର ଏକ ଏକ୍ସକାଭେଟର ଗାଡ଼ି ରହିଛି ।