Non Vegetarian Prasad: ଆସନ୍ତୁ ଜାଣିବା ସେହି ମନ୍ଦିରଗୁଡ଼ିକର ନାମ ଓ ଜାଣିବା କାହିଁକି ପ୍ରସାଦରେ ଆମିଷ ଲଗାଯାଇଥାଏ...
ନୂଆଦିଲ୍ଲୀ: Non Vegetarian Prasad: ଭାରତରେ ଏପରି ଅନେକ ମନ୍ଦିର ଓ ଧାର୍ମିକ ସ୍ଥାନ ଅଛି ଯେଉଁଠାରେ ଆମିଷ ପ୍ରସାଦ ଭାବରେ ମିଳିଥାଏ । ଏହି ମନ୍ଦିରଗୁଡ଼ିକ ଦେଶର ବିଭିନ୍ନ ରାଜ୍ୟରେ ଅବସ୍ଥିତ । ଆସନ୍ତୁ ଜାଣିବା ସେହି ମନ୍ଦିରଗୁଡ଼ିକର ନାମ ଓ ଜାଣିବା କାହିଁକି ପ୍ରସାଦରେ ଆମିଷ ଲଗାଯାଇଥାଏ...
ତାମିଲନାଡୁର ମୁନିଆନ୍ଦି ସ୍ୱାମୀ ମନ୍ଦିର (Muniyandi Swamy Temple) ରେ ଚିକେନ୍ ଓ ମଟନ୍ ବିରିୟାନୀ ପ୍ରସାଦ ଭାବରେ ପରିବେଷଣ କରାଯାଏ ।
ଓଡ଼ିଶାର ପୁରୀ ସ୍ଥିତ ବିମଳା ଦେବୀ ମନ୍ଦିର (Vimala Temple) ରେ ମଟନ୍ ଓ ମାଛରେ ତିଆରି ପ୍ରସାଦ ମିଳିଥାଏ ।
ଉତ୍ତରପ୍ରଦେଶର ଗୋରଖପୁର ସ୍ଥିତ ତରକୁଲହା ଦେବୀ ମନ୍ଦିର (Tarkulha Devi Mata Temple) ରେ ପ୍ରସାଦ ରୂପେ ଛେଳି ମାଂସ ଅର୍ପଣ କରାଯାଏ ।
କେରଳର ପାରସନିକ କଡ଼ାଭୁ ମନ୍ଦିର (Parshini Kadavu Temple) ରେ ମାଛ ଓ ତାଡ଼ି ପ୍ରସାଦ ଲଗାଯାଇଥାଏ ।
ପଶ୍ଚିମବଙ୍ଗର ପ୍ରସିଦ୍ଧ କାଲିଘାଟ ମନ୍ଦିର (Kalighat Temple) ରେ ଛେଳି ମାଂସ ଅର୍ପଣ କରାଯାଇଥାଏ ।
ଆସାମର କାମାକ୍ଷୀ ଦେବୀ ମନ୍ଦିର (Kamakhya Devi Temple) ରେ ମାଛ ଓ ମାଂସ ଭୋଗ ଲାଗିଥାଏ ।
ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କୁ ପୁଣି ଲାଗିଲା ଜୋରଦାର ଝଟକା, ଶିବସେନାରୁ ଇସ୍ତଫା ଦେଲେ ଏହି ବଡ଼ ନେତା
ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେ ବିଦ୍ରୋହ କରିବା ମାତ୍ରେ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ ଉଦ୍ଧବ ଠାକରେ, କିନ୍ତୁ ବିଜେପି...
ଏହା ବି ପଢ଼ନ୍ତୁ:-ସିନ୍ଧିଆଙ୍କ ଗଢ଼ରେ ବିଜେପିକୁ ଝଟକା! ୫୭ ବର୍ଷ ପରେ ଗ୍ୱାଲିଅରରେ ଜିତିଲା କଂଗ୍ରେସ
ପଶ୍ଚିମ ବଙ୍ଗର ତାରାପୀଠ ମନ୍ଦିର (Tarapith Temple) ରେ ପ୍ରସାଦ ଭାବରେ ମାଛ ଓ ମାଂସ ମିଳିଥାଏ ।
ପଶ୍ଚିମବଙ୍ଗର ଦକ୍ଷିଣେଶ୍ୱର କାଳୀ ମନ୍ଦିର (Dakshineswar Kali Temple) ରେ ମାଛକୁ ପ୍ରସାଦ ଭାବରେ ଅର୍ପଣ କରାଯାଇଥାଏ ଓ ବଣ୍ଟନ କରାଯାଏ ।
ट्रेन्डिंग फोटोज़