Petrol Diesel Rate Thursday 24 Nov 2022: ତୈଳ ମୂଲ୍ୟରେ ହେଲା ବଡ ଧରଣର ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ ଡିଜେଲ
Advertisement

Petrol Diesel Rate Thursday 24 Nov 2022: ତୈଳ ମୂଲ୍ୟରେ ହେଲା ବଡ ଧରଣର ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ ଡିଜେଲ

Petrol Diesel Rate Thursday 24 Nov 2022: ଗୁରୁବାର ଦିନ ସାରା ଦେଶରେ ପେଟ୍ରୋଲ-ଡିଜେଲର ନୂଆ ମୂଲ୍ୟ ସାମ୍ନାକୁ ଆସିଛି । ପ୍ରତିଦିନ ସକାଳ ୬ ଟାରେ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ  ମୂଲ୍ୟ ପ୍ରଦାନ କରନ୍ତି । ତେବେ, ଆମେ ଆପଣଙ୍କୁ ଏଠାରେ ଜଣାଇ ରଖିବୁ ଯେ, ୨୪ ନଭେମ୍ବର ୨୦୨୨ ରେ ସମଗ୍ର ଦେଶରେ ତୈଳ ମୂଲ୍ୟରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ। ମେ ୨୨ ତାରିଖରୁ ସାରା ଦେଶରେ ତେଲ ଦର ସ୍ଥିର ରହିଛି। 

Petrol Diesel Rate Thursday 24 Nov 2022: ତୈଳ ମୂଲ୍ୟରେ ହେଲା ବଡ ଧରଣର ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ ଡିଜେଲ

Petrol Diesel Rate Thursday 24 Nov 2022: ଗୁରୁବାର ଦିନ ସାରା ଦେଶରେ ପେଟ୍ରୋଲ-ଡିଜେଲର ନୂଆ ମୂଲ୍ୟ ସାମ୍ନାକୁ ଆସିଛି । ପ୍ରତିଦିନ ସକାଳ ୬ ଟାରେ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ  ମୂଲ୍ୟ ପ୍ରଦାନ କରନ୍ତି । ତେବେ, ଆମେ ଆପଣଙ୍କୁ ଏଠାରେ ଜଣାଇ ରଖିବୁ ଯେ, ୨୪ ନଭେମ୍ବର ୨୦୨୨ ରେ ସମଗ୍ର ଦେଶରେ ତୈଳ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ମେ ୨୨ ତାରିଖରୁ ସାରା ଦେଶରେ ତେଲ ଦର ସ୍ଥିର ରହିଛି। 

ରାଜଧାନୀ ଦିଲ୍ଲୀରେ କେତେ ରହିଛି ତୈଳ ଦର ?

ସପ୍ତାହର ଚତୁର୍ଥ ଦିନରେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଗୁରୁବାର ଏଠାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୬.୭୨ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୯.୬୨ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୬.୩୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ମୂଲ୍ୟ ୯୪.୨୭ ଟଙ୍କା ରହିଛି।

ନୋଏଡା ଏବଂ ଲକ୍ଷ୍ନୌ କେତେ ରହିଛି ପେଟ୍ରୋଲ-ଡିଜେଲ ମୂଲ୍ୟ ?

ଲକ୍ଷ୍ନୌରେ ଆଜି (ନଭେମ୍ବର ୨୪), ଆପଣଙ୍କ ସହରରେ ପେଟ୍ରୋଲ ଦର ଲିଟର ପିଛା,୯୬.୯୭ ଟଙ୍କା ଥିବା ବେଳେ  ଡିଜେଲ ଦର ୮୯.୭୬ ଟଙ୍କା ରହିଛି । ନୋଏଡାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୬.୭୯  ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୮୯.୯୬ ଟଙ୍କା ରହିଛି। ପାଟନାରେ ଲିଟର ପିଛା  ପେଟ୍ରୋଲ ଦର ୧୦୭.୨୪ ଟଙ୍କାରେ ପହଞ୍ଚି ଥିବା ବେଳେ ଡିଜେଲ ଦର ୯୪.୦୪ ଟଙ୍କାରେ ବିକ୍ରି ହେଉଛି। ଗୁରୁଗ୍ରାମରେ ପେଟ୍ରୋଲ ଲିଟର ୯୭.୧୯ ଥିବା ବେଳେ ଡିଜେଲ ମୂଲ୍ୟ ୯୦.୦୫ ଟଙ୍କା ରହିଛି । 

ଏହିପରି ଭାବରେ ମୋବାଇଲୁ ଆପଣ ନିଜ ସହରର ଦର ଜାଣି ପାରିବେ : 

ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।

ଏହାବି ପଢନ୍ତୁ : Border Dispute: କେବଳ ଆସାମ-ମେଘାଳୟ ନୁହେଁ ଏହି ସବୁ ରାଜ୍ୟରେ ରହିଛି ସୀମା ବିବାଦ, ଅନେକ ଥର ହୋଇଛି ରକ୍ତାକ୍ତ ସଂଘର୍ଷ

ଏହାବି ପଢନ୍ତୁ : Nagaland: ରାଜ୍ୟ ସମସ୍ୟାର ସମାଧାନ କରିବା ନେଇ ଗୃହମନ୍ତ୍ରୀଙ୍କୁ ଦାବି ଜଣାଇଲା ନାଗା ସମୂହ

ଏହାବି ପଢନ୍ତୁ : Karnataka Minister Umesh Katti: ଆସନ୍ତା ୨୦୨୪ ପର୍ଯ୍ୟନ୍ତ ଦେଶରେ ହେବ ୫୦ ରାଜ୍ୟ