Shahrukh ଙ୍କ 'ପଠାନ' ରିଲିଜ ପୂର୍ବରୁ Don-3 କୁ ନେଇ ଆସିଲା ବଡ଼ ଅପଡେଟ୍
Advertisement

Shahrukh ଙ୍କ 'ପଠାନ' ରିଲିଜ ପୂର୍ବରୁ Don-3 କୁ ନେଇ ଆସିଲା ବଡ଼ ଅପଡେଟ୍

Shahrukh: 'ପଠାନ'ର ରିଲିଜକୁ ଆଉ ଗୋଟିଏ ଦିନ ରହିଥିବା ବେଳେ ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ଡନ୍-୩ (Don-3)କୁ ନେଇ ଆସିଲା ବଡ ଅପଡେଟ୍ । ଯାହା ଫ୍ୟାନ୍ସଙ୍କ ଏକ୍ସସାଇଟମେଣ୍ଟ ଲେବୁଲକୁ ଡବଲ କରିଦେଇଛି । ନିଜର ମୋଷ୍ଟ awaited ଫିଲ୍ମ ପଠାନକୁ ନେଇ ଏବେ ଚର୍ଚ୍ଚାରେ କିଙ୍ଗ ଖାନ୍ । କମଳା ରଙ୍ଗର ବିକିନିକୁ ନେଇ କଣ୍ଟ୍ରୋଭର୍ସି ତ ଆଉ କେତେବେଳେ ପଠାନ୍ ନାଁକୁ ବିବାଦ ।

  • ରାତି ପାହିଲେ ରିଲିଜ ହେବ ପଠାନ୍ । ବହୁ ବାଦବିବାଦ ପରେ ରିଲିଜ ହେବ ଫିଲ୍ମ । ତେବେ ମାତ୍ରାଧିକ ବିରୋଧ ପରି ବି ଫିଲ୍ମକୁ ନେଇ କମିନି ଫ୍ୟାନ୍ସଙ୍କ ଉତ୍କଣ୍ଠା ।  ‘ପଠାନ’ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ ଏହା ଏସଏସ ରାଜାମୌଲିଙ୍କ ଫିଲ୍ମ “ଆରଆରଆର”କୁ ମଧ୍ୟ ପଛରେ ଛାଡିଛି । ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ୨୫ ଜାନୁଆରୀରେ ବଡ ପରଦାରେ ରିଲିଜ ହେବ ଏହି ଫିଲ୍ମ । ଲମ୍ବା ଗ୍ୟାପ ପରେ ଶାହାରୁଖ ଖାନଙ୍କୁ ସ୍କ୍ରିନରେ ଦେଖିବାକୁ ବେଶ ଏକ୍ସସାଇଡେଟ ଅଛନ୍ତି ଫ୍ଯାନ୍ସ । ତେବେ ଏଥି ମଧ୍ୟରେ ଡନ୍-୩କୁ ନେଇ ଲିକ ହୋଇଛି ଏକ ବଡ ଅପଡେଟ ।
  • ପଠାନର ରିଲିଜ ପୂର୍ବରୁ ହିଁ  ବାଦଶାହାଙ୍କ ଫିଲ୍ମ ଡନ-3 ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି । ୨୦୦୬ରେ ଧୁମ୍ ମଚାଇଥିବା ଫିଲ୍ମ ଡନ୍ ଫ୍ରାଞ୍ଚାଇଜର ଏହା ତୃତୀୟ ସଂସ୍କରଣ ଅଟେ । ଫରହାନ ଅକତରଙ୍କ ପ୍ରଡକ୍ସସନ ହାଉସ ଏକସେଲ ଏନଣ୍ଟରଟେନମେଣ୍ଟ ( Excel Entertainment) ରେ ଉଭୟ ଡନ୍ ଓ ଡନ-୨ ରିଲିଜ ହୋଇଥିଲା । ଟ୍ରେଣ୍ତ ଆନାଲିଟିକ ସୁମିତ କଣ୍ତେଲଙ୍କ ଏକ ପୋଷ୍ଟ ପରେ ଡନ୍-୩କୁ ନେଇ ଆଲୋଚନା ଜୋର ଧରିଛି ।
  • ସୁମିତ କଣ୍ତେଲ ପୋଷ୍ଟ କରିଥିଲେ କି Excel Entertainment ‘କାଲି ଏକ ବଡ ଘୋଷଣା କରିବାକୁ ଯାଉଛି, କ’ଣ ଆପଣ ଭାବି ପାରୁଛନ୍ତି ଏହା କ’ଣ ? ବାସ୍ ଏହା ପରେ ହିଁ ଡନ୍-୩କୁ ବଢି ଚାଲିଛି ଚର୍ଚ୍ଚା । ସୂଚନା ରହିଛି ଯେ, ଶାହାରୁଖ ଖାନ୍ ନିଜର ଆଗାମୀ ବଡ ଫିଲ୍ମ ଡନ୍-୩ର ପ୍ରସ୍ତୁତି ମଧ୍ୟ କରିସାରିଛନ୍ତି । ତେବେ ଚର୍ଚ୍ଚା ହେଉଛି କୁଆଡେ ପଠାନ୍ ଫିଲ୍ମରେ ଡନ୍-୩ର ପ୍ରଥମ ଲୁକ ରିଲିଜ କରାଯିବ । ଏନେଇ କୌଣସି ଅଫିସ୍ଆଲ ଆନାଉନ୍ସମେଣ୍ଟ ହୋଇନଥିବା ବେଳେ ଏନେଇ ଚର୍ଚ୍ଚା ଜୋର ଧରିଛି । ପଠାନର ରିଲିଜ ପରେ ହିଁ ଏହି ସସପେନ୍ସ ଉପରୁ ପରଦା ହଟିପାରେ ।
  •  
  •  
  •  
  •  
  •  

Trending Photos

ସୌ(ସୋସିଆଲ ମିଡିଆ)

Shahrukh:  ରାତି ପାହିଲେ ରିଲିଜ ହେବ ପଠାନ୍ । ବହୁ ବାଦବିବାଦ ପରେ ରିଲିଜ ହେବ ପଠାନ୍। ତେବେ ମାତ୍ରାଧିକ ବିରୋଧ ପରି ବି ଫିଲ୍ମକୁ ନେଇ କମିନି ଫ୍ୟାନ୍ସଙ୍କ ଉତ୍କଣ୍ଠା ।  ‘ପଠାନ’ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ ଏହା ଏସଏସ ରାଜାମୌଲିଙ୍କ ଫିଲ୍ମ “ଆରଆରଆର”କୁ ମଧ୍ୟ ପଛରେ ଛାଡିଛି । ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ୨୫ ଜାନୁଆରୀରେ ବଡ ପରଦାରେ ରିଲିଜ ହେବ ଏହି ଫିଲ୍ମ । ଲମ୍ବା ଗ୍ୟାପ ପରେ ଶାହାରୁଖ ଖାନଙ୍କୁ ସ୍କ୍ରିନରେ ଦେଖିବାକୁ ବେଶ ଏକ୍ସସାଇଡେଟ ଅଛନ୍ତି ଫ୍ଯାନ୍ସ । ତେବେ ଏଥି ମଧ୍ୟରେ ଡନ୍-୩କୁ ନେଇ ଲିକ ହୋଇଛି ଏକ ବଡ ଅପଡେଟ ।

ପଠାନର ରିଲିଜ ପୂର୍ବରୁ ହିଁ  ବାଦଶାହାଙ୍କ ଫିଲ୍ମ ଡନ-3 ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି । ୨୦୦୬ରେ ଧୁମ୍ ମଚାଇଥିବା ଫିଲ୍ମ ଡନ୍ ଫ୍ରାଞ୍ଚାଇଜର ଏହା ତୃତୀୟ ସଂସ୍କରଣ ଅଟେ । ଫରହାନ ଅକତରଙ୍କ ପ୍ରଡକ୍ସସନ ହାଉସ ଏକସେଲ ଏନଣ୍ଟରଟେନମେଣ୍ଟ ( Excel Entertainment) ରେ ଉଭୟ ଡନ୍ ଓ ଡନ-୨ ରିଲିଜ ହୋଇଥିଲା । ଟ୍ରେଣ୍ତ ଆନାଲିଟିକ ସୁମିତ କଣ୍ତେଲ ଏକ ପୋଷ୍ଟ ପରେ ଡନ୍-୩କୁ ନେଇ ଆଲୋଚନା ଜୋର ଧରିଛି ।

ସୁମିତ କଣ୍ତେଲ ପୋଷ୍ଟ କରିଥିଲେ କି Excel Entertainment ‘କାଲି ଏକ ବଡ ଘୋଷଣା କରିବାକୁ ଯାଉଛି, କ’ଣ ଆପଣ ଭାବି ପାରୁଛନ୍ତି ଏହା କ’ଣ ? ବାସ୍ ଏହା ପରେ ହିଁ ଡନ୍-୩କୁ ବଢି ଚାଲିଛି ଚର୍ଚ୍ଚା । ସୂଚନା ରହିଛି ଯେ, ଶାହାରୁଖ ଖାନ୍ ନିଜର ଆଗାମୀ ବଡ ଫିଲ୍ମ ଡନ୍-୩ର ପ୍ରସ୍ତୁତି ମଧ୍ୟ କରିସାରିଛନ୍ତି । ତେବେ ଚର୍ଚ୍ଚା ହେଉଛି କୁଆଡେ ପଠାନ୍ ଫିଲ୍ମରେ ଡନ୍-୩ର ପ୍ରଥମ ଲୁକ ରିଲିଜ କରାଯିବ । ଏନେଇ କୌଣସି ଅଫିସ୍ଆଲ ଆନାଉନ୍ସମେଣ୍ଟ ହୋଇନଥିବା ବେଳେ ଏନେଇ ଚର୍ଚ୍ଚା ଜୋର ଧରିଛି । ପଠାନର ରିଲିଜ ପରେ ହିଁ ଏହି ସସପେନ୍ସ ଉପରୁ ପରଦା ହଟିପାରେ ।