Pakhala Dibas News

alt
Pakhala Divas: ପ୍ରତିବର୍ଷ ମାର୍ଚ୍ଚ ମାସ ୨୦ତାରିଖକୁ  ପଖାଳ ଦିବସ ଭାବେ ପାଳନ କରାଯାଉଛି। ଏଣୁ ଏହି ପଖାଳ ଦିବସ ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ନିଳାଦ୍ରୀ ବେଳାଭୂମୀରେ ଗଢିଛନ୍ତି ଆକର୍ଷଣୀୟ ବାଲୁକାକୃତୀ। ଏଥିରେ ବାଲୁକାରେ ଗଢିଥିବା କଳାକୃତିରେ ଅବିକଳ ସଜ ପଖାଳ ଓ ଦହି ପଖାଳର ଭ୍ରମ ସୃଷ୍ଟି କରିଛନ୍ତି। ଏହି ବାଲୁକାକୃତୀକୁ ଅଧିକ ଜୀବନ୍ତ ରୂପ ଦେବା ଦେବାପାଇଁ କଂସାବାସନ ବ୍ଯବହାର କରାଯାଇଛି। କଦଳୀ ପତ୍ର ଉପରେ ପରସା ଯାଇଥିବା ଦହି ପଖାଳ ଓ ସଜ ପଖାଳରେ ଅନେକ ପ୍ରକାରର ତିଅଣ ରହିଥିବା ପ୍ରଦର୍ଶିତ ହୋଇଛି। ପଖାଳ ସାଙ୍ଗରେ ମାଛଭଜା, ଭେଣ୍ଡି ଭଜା,ଆଳୁଭଜା, ବାଇଗଣ ଭଜା,ଲଙ୍କା,ଲେମ୍ବୁ,ଲୁଣ ଆଦି ଅନେକ ପ୍ରକାରର ତିଅଣ ରହିଥିବା ଦେଖିବାକୁ ମିଳିଛି। ତେବେ   ମହାପ୍ରଭୁଙ୍କ ନିକଟରେ ପ୍ରତିଦିନ ଦହି ପଖାଳ ଲାଗି
Mar 20,2023, 8:00 AM IST

Trending news