Advertisement

Odia news today

alt
ଦୃଷ୍ଟିବାଧିତ ଙ୍କ ପାଇଁ ସ୍ମାର୍ଟ ଡିଭାଇସ ଉଇଥ GPS ଓ ମଲ୍ଟି ସେନ୍ସର ଡିଭାଇସ ତିଆରି କରି ଚର୍ଚ୍ଚା ରେ ଯୁବ ଇଞ୍ଜିନିଅର ଆଶିଷ ମହାନା | ସମ୍ବଲପୁର ରେଙ୍ଗାଲି ରଂପେଲା ରେ ଅବସ୍ଥାନ କରୁଥିବା ଆଶିଷ ଦୃଷ୍ଟି ବାଧିତ ଙ୍କୁ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଥିବା ର ଦେଖି ସେ ଏଭଳି ଦୁଇଟି ଡିଭାଇସ ତିଆରି କରିଛନ୍ତି | ଯେଉଁଥିରେ କି ଜଣେ ଦୃଷ୍ଟି ବାଧିତ ବ୍ୟକ୍ତି ନିଆଁ, ଇଲେକଟ୍ରିକ କରେଣ୍ଟ ପାଣି କୌଣସି ଯାନବାହାନ କିମ୍ବା ଗଛ ଇତ୍ୟାଦି ଆସିଲେ ଷ୍ଟିକ ସେନ୍ସର ଦ୍ୱାରା ତାଙ୍କୁ ଭାଇବ୍ରେସନ ସହ ଆଲାର୍ମ ବାଜିବ, ଯତଦ୍ୱାରା ସେ ସତର୍କ ହୋଇଯିବ |ଏଥିପାଇଁ ଏଭଳି ଦୁଇଟି ଡିଭାଇସ ତିଆରି କରିଥିବାରୁ ତାଙ୍କୁ ରାଜଗାଙ୍ଗପୁର ରେ ତାଙ୍କୁ ସମ୍ମାନିତ କରାଯାଇଛି | ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବଲପୁର ପ୍ରତିନିଧି ଅଜୟ କୁମାର
Mar 18,2024, 14:13 PM IST
alt
ୱିଲିୟମ୍ ସେକ୍ସପିଅର୍ ତାଙ୍କ ନାଟକ ରୋମିଓ ଏବଂ ଜୁଲିଏଟ୍ ରେ ଏକଥା ଲେଖିଥିଲେ । କୁହାଯାଏ ଯେ ଯଦି ଆପଣ ଗୋଲାପକୁ ଅନ୍ୟ କୌଣସି ନାମ ଦିଅନ୍ତି, ତେବେ ବି ଗୋଲାପ,ଗୋଲାପ ରହିବ । ଏହାର ସୁଗନ୍ଧରେ କୌଣସି ପରିବର୍ତ୍ତନ ଆସିବ ନାହିଁ । କିନ୍ତୁ ଯେତେବେଳେ ଆମେ ଇତିହାସର ପୃଷ୍ଠା ଓଲଟାଉ ସେତେବେଳେ ଦେଖୁ ଯେ,ଅନେକ ସମୟରେ ଶାସକ ମାନେ ରାଜନୈତିକ ଉଦ୍ଦେଶ୍ୟ ପାଇଁ ହେଉ କି ନଜ ମହିମା ମଣ୍ଡନ ପାଇଁ ସ୍ଥାନଠାରୁ ଦେଶର ନାମ ପରିବର୍ତ୍ତନ କରିଛନ୍ତି । ମାତ୍ର ୩୦ ବର୍ଷ ପରେ ସେହିଭଳି ଜଣେ ପାଗଳ ଶାସକ ତୁର୍କିମେନିସ୍ତାନକୁ ନିଜ କବଜାକୁ ନେଇଥିଲେ,ଯାହାଙ୍କ ମୁଣ୍ଡରେ ନାମ ବଦଳାଇବାର ନିଶା ଏମିତି ସବାର ଥିଲା ଯେ, ସେ କ୍ୟାଲେଣ୍ଡରର ମାସ ମାନଙ୍କ ନାମ ବି ବଦଳାଇ ଦେଇଥିଲେ । ମାସଙ୍କ ନାମଠାରୁ ସଡ଼କ,ବ୍ରିଜ୍ ସବୁର ନାମ ବଦଳାଇ ଏହି ବ୍ୟକ୍ତି ନିଜ
Feb 26,2024, 19:13 PM IST
Read More

Trending news