Advertisement

New Zealand mp news

alt
ହାନା ରହ୍ୱିତି ମାଇପି କ୍ଲାର୍କ, ନ୍ୟୁଜିଲାଣ୍ଡ ସଂସଦର ସବୁଠାରୁ କନିଷ୍ଠ ମହିଳା ସଦସ୍ୟ । ସେ ମାତ୍ର ୨୧ ବର୍ଷ ବୟସରେ ସାଂସଦ ଦାୟିତ୍ୱ ତୁଲାଉଛନ୍ତି । ତେବେ ପ୍ରଥମଥର ପାଇ ସେ ସଂସଦ ଭବନକୁ ଯାଇଥିବା ବେଳେ ତାଙ୍କର ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି । ଯାହାକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି । ତାଙ୍କର ଏଭଳି ଆଚରଣକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ପୂର୍ବରୁ ତାଙ୍କର ଏଭଳି ଆଚରଣ କେହି ଦେଖିନଥିଲେ ବୋଲି କହିଛନ୍ତି । ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ, ମାଇପି କ୍ଲାର୍କ ଏକ ପାରମ୍ପରିକ ଗୀତ ଗାଉଛନ୍ତି । ଯାହାକୁ ତାଙ୍କ ଭାଷାରେ ‘ହାକା’ ବା ‘ୱାର କ୍ରାଏ’ କୁହାଯାଏ । ଗୀତ ଗାଉଥିବା ବେଳେ ତାଙ୍କ ଏକ୍ସପ୍ରେସନ୍‌ ଖୁବ୍ ଆକର୍ଷଣୀୟ ଥିଲା । ଯିଏ ବି ଏହି ଭିଡିଓ ଦେଖିଲା ସେ ଟିକେ ଥମି ଯାଇ ଶେଷ ପର୍ଯ୍ୟନ୍ତ ଦ
Jan 6,2024, 14:13 PM IST

Trending news