Advertisement

Khel Ratna Award

alt
Khel Ratna Award News In Odia: ଭାରତରେ ସବୁଠାରୁ ବଡ଼ ଖେଳ ପୁରସ୍କାର ହେଉଛି ଖେଳରତ୍ନ। ଏହି ପ୍ରତିଷ୍ଠିତ ପୁରସ୍କାରକୁ ଦେଶର ରାଷ୍ଟ୍ରପତି ଖେଳାଳି ମାନଙ୍କୁ ପ୍ରଦାନ କରିଥାନ୍ତି । ଏହାର ଆରମ୍ଭ ୧୯୯୧-୯୨ ମସିହାରୁ ଆରମ୍ଭ ହୋଇଥିଲା। ପ୍ରଥମେ ଏହି ପୁରସ୍କାର ଭେଟେରାନ ଚେସ ଖେଳାଳି ବିଶ୍ୱନାଥ ଆନନ୍ଦଙ୍କୁ ପ୍ରଦାନ କରାଯାଇଥିଲା । ଆନନ୍ଦଙ୍କ ପରେ ଟେନିସ୍ ଲିଆଣ୍ଡର୍ ପେସ୍, ସୁଟର ଅଭିନାଭ ବିନ୍ଦ୍ରା, ବକ୍ସର ଏମସି ମେରିକମ ଏବଂ ଗଗନ ନାରାଙ୍ଗଙ୍କୁ ଦିଆଯାଇଥିଲା। ଏହା ପରେ କ୍ରିକେଟରମାନେ ମଧ୍ୟ ଭୂମିରେ ଚମତ୍କାର ପ୍ରଦର୍ଶନ କରି ଏହି ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି । ୨୦୨୨ ବର୍ଷ ପର୍ଯ୍ୟନ୍ତ, ୫୫ ଖେଳାଳିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାରରେ ସମ୍ମାନିତ ହୋଇଥିବା କ୍ରିକେଟରଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି।
Feb 18,2023, 17:02 PM IST

Trending news