Advertisement

IIC Attack

alt
ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା କୁ ଥାନା ଅଧିକାରିଣୀ ମିନି ଭୋଈ ଆସିବା ପର ଠାରୁ,ଅଳ୍ପ ସଂଖ୍ୟକ ନିଜ କର୍ମଚାରୀଙ୍କ ସହାୟତାରେ ଦିନ ରାତି ପରିଶ୍ରମ କରି ଅଞ୍ଚଳରେ ଘଟୁଥିବା ଛୋଟ ବଡ଼ କେଶ୍ ର ପର୍ଦ୍ଦାଫାଶ ସହିତ ସମାଧାନ କରି ଆସୁଥିବା ବେଳେ,ଗତ 16 /10 ରେ ବିଶୋଇ ଶିବ ମନ୍ଦିରର ଦାନ ହୁଣ୍ଡିରୁ ଚୋରି ହୋଇଥିବା ଘଟଣାକୁ ନେଇ ବିଶୋଇ ଥାନା ରେ ଏକ ଲିଖିତ ଅଭିଯୋଗ ହୋଇଥିଲା, ତେବେ ଉକ୍ତ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସନ୍ଦେହରେ ଆଧାରରେ ପଚରା ଉଚୋରା ପାଇଁ ବିଶୋଇ ଗାଁ ର ସୁଶାନ୍ତ ଦେଓ ନାମକ ଏକ ବ୍ୟକ୍ତିଙ୍କୁ ଥାନା କୁ ଡାକିଥିଲେ, ସୁଶାନ୍ତ ଥାନା କୁ ପ୍ରାୟ ସନ୍ଧ୍ୟା 7 ଘଟିକା ସମୟରେ ପହଂଚି ଥିଲା, ତେବେ ତାକୁ ଥାନା ଅଧିକାରିଣୀ ମିନି ଭୋଇ ପଚର ଉଚୋରା କରିଥିଲେ, ଏବଂ ସେ ମଧ୍ୟ ସତ୍ୟା ସତ୍ୟ କହିଥିଲା l ତେବେ ପଚରାଉଚରା ପରେ
Oct 29,2023, 17:39 PM IST

Trending news