Advertisement

Elephant Entered City

alt
ବାରିପଦା ସହରର ଏମକେସି ହାଇସ୍କୁଲ ସମେତ ବିଭିନ୍ନ ଅଞ୍ଚଳରେ ବୁଲୁଛି ହାତୀ ହାତୀ । ପୋଲିସ ଓ ବନ ବିଭାଗ ପକ୍ଷରୁ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି । ସହର ମଝିରେ ଥିବା ଏମ.କେ.ସି ହାଇସ୍କୁଲ ପରିସର ରେ ପଶିଛି ହାତୀଟି । ଭୋରରୁ ସ୍କୁଲର ମୂଖ୍ୟ ଫାଟକକୁ ଲାଗି ରହିଥିବା ଛୋଟ ଫାଟକକୁ ଭାଙ୍ଗି ଭିତରକୁ ଯାଇଛି ଖବର ପାଇ ବନ ବିଭାଗର ଏକ ଟିମ ହାତୀଟିକୁ ସେଠାରୁ କାଢି ପୁଣି ଜଙ୍ଗଲ ରେ ଛାଡିବାର ପ୍ରୟାସ ଜାରି ରଖିଛି । ତେବେ ପ୍ରାୟ ୮/୯ ଏକରର ସ୍କୁଲ ପରିସର ଭିତରେ ଅନେକ ଜଙ୍ଗଲିଆ ସ୍ଥାନ ଥିବାରୁ ହାତୀଟିକୁ କାବୁ କରିବା ସମ୍ଭବ ହୋଇ ନାହିଁ । ସ୍କୁଲର ବାହାରେ ଅନେକ ଲୋକ ଙ୍କ ଭିଡ ଥିବାରୁ ହାତୀଟିକୁ ସିଧା ସଳଖ ଘୋଉଡାଇବା ମଧ୍ୟ ବିପଜ୍ଜନକ ହେଉଛି । ତେବେ ନିଶ୍ଚେତକ ଦେଇ ହାତୀକୁ ଅଚେତ କରି ଉଦ୍ଧାର କରାଯିବାର ପ୍ରୟାସ ମଧ୍ୟ କର
Jan 19,2024, 14:00 PM IST

Trending news