Odisha news
ଆସିଲା ତଥ୍ୟ, ସାତକୋଶିଆ ଏବଂ ଭିତରକନିକାରେ ବଢିଛି କୁମ୍ଭୀର ସଂଖ୍ୟା
ଚଳିତଥର ୫୧ଟି ସେଗମେଣ୍ଟରେ କୁମ୍ଭୀର ଗଣନା କାର୍ଯ୍ୟକ୍ରମ କରାଯାଇଥିଲା । ୨୨ଟି ଟିମ୍ ଏହି କୁମ୍ଭୀର ଗଣନା କାର୍ଯ୍ୟକ୍ରମରେ ସାମିଲ ଥିଲେ । ଗଣନାରୁ ଜଣାପଡିଛି ଯେ, ୨୦୨୩ ମସିହାରେ ଭିତରକନିକାରେ ୧୭୯୩ଟି କୁମ୍ଭୀର ଥିବାବେଳେ ବର୍ତ୍ତମାନ ତାହା ବୃଦ୍ଧି ହୋଇ ସଂଖ୍ୟା ୧୮୧୧ରେ ପହଞ୍ଚିଛି । ସାତକୋଶିଆରେ ଗତବର୍ଷ ୮୮ଟି କୁମ୍ଭୀର ଥିଲେ ତାହା ବର୍ତ୍ତମାନ ବୃଦ୍ଧି ହୋଇ ୧୧୧ରେ ପହଞ୍ଚିଛି ।
Jan 13,2024, 21:52 PM IST
Odisha Driver Mahasangha
Driver Strike: ଧାରଣାରେ ଓଡ଼ିଶା ଡ୍ରାଇଭର ମହାସଂଘ, ଯାତାୟତ ପ୍ରଭାବିତ
Driver Strike: ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ଠାରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ର ନୂତନ ପରିବହନ ନୀତିକୁ ବିରୋଧ କରି ଡ୍ରାଇଭର ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଡ୍ରାଇଭରମାନେ ଦୁର୍ଘଟଣା କଲେ ସାତ ଲକ୍ଷ ଟଙ୍କା ଜୋରିମାନା ଏବଂ ଦଶ ବର୍ଷ ଜେଲ ଦଣ୍ଡ ପାଇଁ ଆଇନ୍ ର ବ୍ୟବସ୍ଥା ରହିଛି।
Jan 6,2024, 15:08 PM IST
Rajanagar BJP Candiate 2024
Rajanagar Politics: ବିଧାନସଭା ନିର୍ବାଚନ ପୂର୍ବରୁ ରାଜନଗର ବିଜେପିରେ ଫାଟ
Rajanagar BJP Candiate 2024: ଆସନ୍ତାବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କିଏ ହେବ ବିଜେପି ବିଧାୟକ ପ୍ରାର୍ଥୀ ତାହାକୁ ନେଇ ଏବେ ଠାରୁ ସରଗରମ ହୋଇଉଠିଛି କେନ୍ଦ୍ରାପଡ଼ା ଲୋକସଭା ଆସନ ଅଧିନସ୍ଥ ରାଜନଗର ନିର୍ବାଚନଣ୍ଡଳୀ।
Jul 16,2023, 20:06 PM IST
Cuttack news
Cuttack News: ନେମାଳରେ ଆତଙ୍କ, ରାତି ଅଧରେ ଆସିଲେ ଗୁଳି ଫୁଟାଇ ଲୁଟିଲେ
Cuttack News in Odia: ବିଳମ୍ବିତ ରାତିରେ ଆସି ଲୋକଙ୍କୁ ଡରାଇଲେ। ଆଉ କିଛି ଫାଙ୍କା ଗୁଳି ଚାଳନା କଲେ । ଆଉ ତାପରେ....। କଟକ(Cuttack) ଜିଲ୍ଲା ନେମାଳ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି। ବାଲି ଘାଟକୁ ନେଇ ଏଭଳି ଘଟଣା ଘଟିଥିବା ବେଳେ ତିନି ରୁ ଚାରି ଜଣ ଦୁବୃର୍ତ୍ତମାନେ ଏଭଳି ଘଟଣା ଘଟାଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
May 28,2023, 13:21 PM IST
Kendrapara boat tragedy
୨୦୧୬ରେ ହୋଇଥିଲା ଶିଳାନ୍ୟାସ, ୨ଟି ଜୀବନ ଯିବା ପରେ ପୋଲ ନିର୍ମାଣ ନେଇ ପୁଣି ଘୋଷଣା କଲେ 5T ସଚିବ
kendrapara News: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ରାହ୍ମଣୀ ନଦୀ ଡ଼ଙ୍ଗା ବୁଡି଼ ଘଟଣାକୁ ଇତି ମଧ୍ୟରେ ବିତିଛ ୪ ଦିନ । ଗୁରୁବାର ଦିନ ଏକମାଣିଆ-କେରଡ଼ାଗଡ଼ ଘାଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଯାତ୍ରୀବାହୀ ଡ଼ଙ୍ଗା। ଫଳରେ ଅକାଳରେ ଚାଲିଯାଇଥିଲା ଦୁଇଟି ନିରୀହ ଜୀବନ । ପୋଲ ନିର୍ମାଣ ଲାଗି ପଂଚାୟତବାସୀ ଅନେକ ଥର ସରକାରଙ୍କ ନିକଟରେ ଦାବି କରିଆସୁଥିଲେ ମଧ୍ୟ ଏନେଇ ପ୍ରଶାସନ ଏନେଇ କର୍ଣ୍ଣପାତ କରିନଥିଲା । ଫଳରେ ଅକାରଣରେ ମଉଳି ଯାଇଛି ଦୁଇ ଜୀବନ । ତେବେ ୫ଟି ସଚିବ ଦୁଇ ମାସ ମଧ୍ୟରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ ହେବ ବୋଲି ପ୍ରତିଶୃତି ଦେଇଛନ୍ତି । କିନ୍ତୁ ତାହା କେତେଦୂର କାର୍ଯ୍ୟକାରୀ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ?
Apr 30,2023, 17:55 PM IST
boat tragedy
Boat Tragedy: କେନ୍ଦ୍ରାପଡ଼ାରେ ବଡ଼ ଧରଣର ଡଙ୍ଗା ବୁଡ଼ି ଘଟଣା, ଗଲାଣି ଏତିକି ଜୀବନ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ରାହ୍ମଣୀ ନଦୀରେ ବଡ଼ ଅଘଟଣ। ଏକମାଣିଆ-କେରଡ଼ାଗଡ଼ ଘାଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ଡ଼ଙ୍ଗା। ଡଙ୍ଗା ବୁଡ଼ିବା ଘଟଣାରେ ସଦ୍ୟ ପ୍ରାପ୍ତ ସୂଚନା ଅନୁଯାୟୀ ୨ଜଣ ନିଖୋଜ ରହିଛନ୍ତି। ତେବେ ଡଙ୍ଗାରେ ଥିଲେ 30ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବା ନେଇସୂଚନା ରହିଛି। ୨ ଜଣଙ୍କ ମଧ୍
Apr 27,2023, 11:41 AM IST
Nisa Moharana: ନିଶା ମହାରଣାଙ୍କ ପାଇଁ ତୁମୁଳକାଣ୍ଡ, ରାତି ଅଧରେ ବନ୍ଦ ହେଲା ଯାତ୍ରା
ଯାତ୍ରା ପେଣ୍ଡାଲରେ ନିଶା ମହାରଣାଙ୍କ ନୃତ୍ୟ ପରିବେଷଣକୁ ନେଇ ତୁମୁଳକାଣ୍ଡ। ରାତି ଅଧରେ ବନ୍ଦ ହେଲା ଯାତ୍ରା ପରିବେଷଣ। ଯାତ୍ରା ଚାଲୁଥିବା ସମୟରେ ମଞ୍ଚ ନିକଟରେ ପହଞ୍ଚିଥିଲେ ନିଶା ମହାରଣା। ତେବେ ଏହାକୁ ନେଇ ଅଭିନେତା ଓ ଅଭିନେତ୍ରୀ ବିରୋଧ କରିଥିଲେ। ଯାହାକୁ ନେଇ ତୁମୁଳକାଣ୍ଡ ଦେଖାଦେଇଥିଲା। ଏପରିକି ଯାତ୍ରା ପାର୍ଟିର କର୍ମଚାରୀଙ୍କୁ ମାଡ଼ ମାରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଦେଖନ୍ତୁ ଓ ଶୁଣନ୍ତୁ କଣ କହୁଛନ୍ତି ଯାତ୍ରା କଳାକାର...
Apr 13,2023, 12:26 PM IST
Kendrapara
ମେରାଇନ କାର୍ଡ ନାମରେ ବଡ ଠକେଇ; ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ
ଦଲାଲ ସକ୍ରିୟ ହେବା ସହ କାର୍ଡ କରାଇବା ନାଁରେ ଠକେଇ କରିଥିବା ଅଭିଯୋଗ ହୋଇଛି।
Jun 2,2022, 23:32 PM IST
crocodile
ଚିନ୍ତା ବଢାଇଲେଣି ବଉଳା କୁମ୍ଭୀର; ଭୟରେ ଦିନ କାଟୁଛନ୍ତି ନଦୀ କୂଳିଆ ଗାଁ ଲୋକ
ମାସେ ମଧ୍ୟରେ କୁମ୍ଭୀର ଆକ୍ରମଣ ୨ ଜଣଙ୍କ ମୃତ୍ୟୁ ହୋଇସାରିଛି।
May 29,2022, 22:21 PM IST
Magarkanda
ବାତ୍ୟା ଆସିଲେ ମନେପଡନ୍ତି ମଗରକନ୍ଦା ଓ ଚାରିଘରିଆ ବାସୀ
ତଳିଆ ଅଞ୍ଚଳର ଲୋକଙ୍କୁ ବତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଏ। ହେଲେ ବାତ୍ୟା ପରେ ସେମାନଙ୍କ କଥାକୁ ସମ୍ପୂର୍ଣ୍ଣ ଭୁଲି ଯାଉଥିବା ଅଭିଯୋଗ ହୋଇଛି।
May 10,2022, 23:20 PM IST
Crocodile Attaack
ନବଜାତ ଶିଶୁ ପୁତ୍ର ମୁହଁ ଦେଖିବା ପୂର୍ବରୁ ବାପାକୁ ଝାମ୍ପି ନେଲା କୁମ୍ଭୀର
ପୁଅ ଜନ୍ମହେବା ଖୁସିରେ ଯେଉଁ ଘର ଅଗଣା ଏବେ ଖୁସିରେ ଫାଟି ପଡିବା କଥା, ସେଠି ଏବେ ଲୁହର ଅଶ୍ରୁ ବର୍ଷା ହେଉଛି।
May 9,2022, 21:34 PM IST
ଯୁବକଙ୍କୁ ଟାଣିନେଲା କୁମ୍ଭୀର
ଶୌଚ ହେବାକୁ ଯାଇ ଥିବା ଜଣେ ଯୁବକକୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି।
May 5,2022, 23:51 PM IST
Baula Crocodile of Bhitarkanika
ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
କୁମ୍ଭୀର ହିଂସ୍ର ହୋଇଥିବାରୁ ନଦୀରେ କୁମ୍ଭୀର ଚଳ ପ୍ରଚଳ କରିବା ସମୟରେ ଆକ୍ରମଣ କରିବାର ସମ୍ଭାବନା ଅଧିକ ରହିଥାଏ।
Apr 30,2022, 15:40 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.