Advertisement
  • Trilochan Das

    ତ୍ରିଲୋଚନ ଦାସ

Stories by Trilochan Das

 ୨୦୧୬ରେ ହୋଇଥିଲା ଶିଳାନ୍ୟାସ, ୨ଟି ଜୀବନ ଯିବା ପରେ ପୋଲ ନିର୍ମାଣ ନେଇ ପୁଣି ଘୋଷଣା କଲେ 5T ସଚିବ

Kendrapara boat tragedy

୨୦୧୬ରେ ହୋଇଥିଲା ଶିଳାନ୍ୟାସ, ୨ଟି ଜୀବନ ଯିବା ପରେ ପୋଲ ନିର୍ମାଣ ନେଇ ପୁଣି ଘୋଷଣା କଲେ 5T ସଚିବ

kendrapara News: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ରାହ୍ମଣୀ ନଦୀ ଡ଼ଙ୍ଗା ବୁଡି଼ ଘଟଣାକୁ ଇତି ମଧ୍ୟରେ ବିତିଛ ୪ ଦିନ । ଗୁରୁବାର ଦିନ ଏକମାଣିଆ-କେରଡ଼ାଗଡ଼ ଘାଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଯାତ୍ରୀବାହୀ ଡ଼ଙ୍ଗା। ଫଳରେ ଅକାଳରେ ଚାଲିଯାଇଥିଲା ଦୁଇଟି ନିରୀହ ଜୀବନ । ପୋଲ ନିର୍ମାଣ ଲାଗି ପଂଚାୟତବାସୀ ଅନେକ ଥର ସରକାରଙ୍କ ନିକଟରେ ଦାବି କରିଆସୁଥିଲେ ମଧ୍ୟ ଏନେଇ ପ୍ରଶାସନ ଏନେଇ କର୍ଣ୍ଣପାତ କରିନଥିଲା । ଫଳରେ ଅକାରଣରେ ମଉଳି ଯାଇଛି ଦୁଇ ଜୀବନ । ତେବେ ୫ଟି ସଚିବ ଦୁଇ ମାସ ମଧ୍ୟରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ ହେବ ବୋଲି ପ୍ରତିଶୃତି ଦେଇଛନ୍ତି । କିନ୍ତୁ ତାହା କେତେଦୂର କାର୍ଯ୍ୟକାରୀ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ?  

Apr 30,2023, 17:55 PM IST

Trending news

Read More