Unknown facts
ଜଣା ଅଜଣା; ପୂର୍ବରୁ ନାଲି ନ ଥିଲା ଲାଲକିଲ୍ଲା, ବଦଳିଛି ଦୁର୍ଗର ନାମ
ସମସ୍ତେ ଜାଣନ୍ତି ଯେ ଦିଲ୍ଲୀର ଲାଲକିଲ୍ଲାର ରଙ୍ଗ ନାଲି। କିନ୍ତୁ ବୋଧହୁଏ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଲାଲକିଲ୍ଲା ଏକଦା ଧଳା ଥିଲା। ଲାଲକିଲ୍ଲା ମୋଗଲ ସମ୍ରାଟ ଶାହାଜାହାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଲାଲକିଲ୍ଲାର ରଙ୍ଗ ଏକଦା ଧଳା ଥିଲା ବୋଲି ଇତିହାସର ଅନେକ ସ୍ଥାନରେ ଉଲ୍ଲେଖ କରାଯାଇଛି।
Jul 19,2022, 14:30 PM IST
ଦିଲ୍ଲୀ ପ୍ରସିଦ୍ଧ ଚାନ୍ଦିନୀ ଚୌକର ରୋଚକ କାହାଣୀ; ଜାଣନ୍ତୁ, କାହିଁକି ଏହି ବଜାର ବସାଇଥିଲେ ମୋଗଲ ସ
ଆପଣ ଜାଣନ୍ତି କି ସମ୍ରାଟ ଦିଲ୍ଲୀ ପ୍ରସିଦ୍ଧ ଚାନ୍ଦିନୀ ଚୌକ ଗଠନ ର କୌତୁକ କାହାଣୀ , ମୋଗଲ ସମ୍ରାଟ ଶାହଜାହାନ ଏହି ଖାସ କାରଣ ପାଇଁ ବନେଇଥିଲେ ବଜାର ଚାନ୍ଦିନୀ ଚଉକ କାହିଁକି ନିର୍ମାଣ କଲେ?
Jul 18,2022, 15:45 PM IST
today Gold price
Today gold price: ମହାପ୍ରଭୁଙ୍କ ସୁନାବେଶ ପୂର୍ବରୁ ବଢିଲା ସୁନା ମୂଲ୍ୟ, ଜାଣନ୍ତୁ ଟ୍ୱିନସିଟିରେ
ଭୁବନେଶ୍ୱରରେ ସୁନା ଗ୍ରାମ ପିଛା ୫୨୪୫ ଟଙ୍କା ଏବଂ କଟକରେ ୫୧୮୦ ଟଙ୍କାରେ ମିଳୁଛି। ନିର୍ଦ୍ଦିଷ୍ଟ ପାରାମିଟର ଯେପରିକି, ଏକ୍ସାଇଜ୍ ଡ୍ୟୁଟି, ଚାର୍ଜ ଏବଂ ରାଜ୍ୟ ଟିକସ ଉପରେ ଆଧାର କରି ବିଭିନ୍ନ ଅଞ୍ଚଳ ପାଇଁ ସୁନାର ମୂଲ୍ୟ ଭିନ୍ନ ହୋଇଥାଏ।
Jul 9,2022, 13:55 PM IST
Akshaya Tritiya
ଅକ୍ଷୟ ତୃତୀୟାରେ ଏହି ଜିନିଷ ଦାନ କଲେ ମିଳିବ ଦଶ ଗୁଣ ପୁଣ୍ୟ
ସ୍କନ୍ଦ ପୁରାଣ (Shanda Puran) ର ପ୍ରଭାସଖଣ୍ଡରେ ମହାଦାନର ମହତ୍ୱ ବିଷୟରେ କୁହାଯାଇଛି। ପୁରାଣ ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ଗୋ-ଦାନ, ସୁନା, ରୂପା, ରତ୍ନ, ଶିକ୍ଷା, ତେଲ, କନ୍ୟା, ହାତୀ, ଘୋଡା, ଶଯ୍ୟା, ପୋଷାକ, ଜମି, ଖାଦ୍ୟ, କ୍ଷୀର, ଛତା ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ଦାନ (Donate) କରିବା ଅତ୍ୟନ୍ତ ଶୁଭ ଅଟେ।
May 3,2022, 10:42 AM IST
The De Beers Colin Blue
ଦୁନିଆର ସବୁଠୁ ବଡ ନୀଳ ହୀରା ୫୭.୫ ନିୟୁତ ଡଲାର ମୂଲ୍ୟରେ ବିକ୍ରି
ଏହି ୧୫.୧୦ କ୍ୟାରେଟ୍ ହୀରା ଷ୍ଟେପ୍ କଟ୍ ରତ୍ନର ନାମ " ଦ ଡି ବିୟର୍ସ କଲିନାନ୍ ବ୍ଲୁ" ରଖାଯାଇଛି।
Apr 29,2022, 18:10 PM IST
Solar Eclipse2022: ଆସନ୍ତାକାଲି ବର୍ଷର ପ୍ରଥମ ସୂର୍ଯ୍ୟପରାଗ; ଜାଣନ୍ତୁ କ'ଣ କରିବେ, କ'ଣ କରିବେ
ନୂଆଦିଲ୍ଲୀ : ୨୦୨୨ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ମାସର ଶେଷ ତାରିଖ ଅର୍ଥାତ ଶନିବାରରେ ହେବ । ଏହି ସୂର୍ଯ୍ୟପରାଗର ଅନେକ ବିଶେଷତ୍ୱ ରହିଛି । ସୂର୍ଯ୍ୟପରାଗକୁ ନେଇ ଆପଣଙ୍କ ମନରେ ବିଭିନ୍ନ ପ୍ରଶ୍ନ ଆସେ । ସୂର୍ଯ୍ୟପରାଗ ସମୟରେ କ’ଣ ହେବ ଏବଂ ଏହି ସୂର୍ଯ୍ୟପରାଗ ମହତ୍ୱ କ’ଣ? ଏହି ସୂର୍ଯ୍ୟପରାଗ ଭାରତରେ ଦେଖାଯିବ କି ନାହିଁ? ଆସନ୍ତୁ ସେ ବିଷୟରେ ଜାଣିବା..
Apr 29,2022, 14:41 PM IST
Berhampur
ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର, ମଲା ଶିଶୁକୁ ସାଲାଇନ
ବ୍ରହ୍ମପୁର ଠାରୁ ପାଖାପାଖି 38କିଲୋମିଟର ଦୂର କବିସୂର୍ଯ୍ୟନଗର ସ୍ୱାସ୍ଥ୍ୟକେନ୍ଦ୍ର ର ଦାରୁଣ ଦୃଶ୍ୟ ଛାତି ଥରାଇ ଦେବ।
Apr 28,2022, 22:24 PM IST
bank holiday
ମେ'ରେ ୧୪ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ! ଶୀଘ୍ର କରି ନିଅନ୍ତୁ ଜରୁରୀ କାମ, ଏଠାରେ ଦେଖନ୍ତୁ ଛୁଟି
ବାସ୍ତବରେ, ଏହି ଛୁଟିଦିନର ତାଲିକା ଦେଶ ତଥା ରାଜ୍ୟରେ ପାଳନ କରାଯାଉଥିବା ବିଭିନ୍ନ ପର୍ବ ଅନୁଯାୟୀ ସ୍ଥିର କରାଯାଇଥାଏ । ମେ ମାସରେ ପ୍ରଥମ ଚାରି ଦିନ ପାଇଁ ବ୍ୟାଙ୍କଗୁଡିକରେ ଛୁଟିଦିନ ହେବାକୁ ଯାଉଛି ।
Apr 28,2022, 13:25 PM IST
Indrajit Sahu
Harvardରେ କ୍ୟାନସର ଔଷଧ ଖୋଜୁଛନ୍ତି ଓଡ଼ିଆ ପୁଅ ଇନ୍ଦ୍ରଜିତ
ଇନ୍ଦ୍ରଜିତ ସାହୁ ଛୋଟ ବେଳେ ସରଳ ଓ ଶାନ୍ତ ସ୍ୱାଭବର ଥିଲେ। ସେ ପାଠ ପ୍ରତି ବିଶେଷ ଧ୍ୟାନ ଦେଉଥିଲେ। ପାଞ୍ଚଗାଁର ଗାଁ ସ୍କୁଲରୁ ହାଇସ୍କୁଲରେ ପାଠ ପଢା ଶେଷ କରି ଇନ୍ଦ୍ରଜିତ, ରେଭେନ୍ସା ମହାବିଦ୍ୟାଳୟରୁ ଜୁଲୋଜି ଅନର୍ସ ରଖି ବିଏସ୍ସି ପରୀକ୍ଷାରେ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇଥିଲେ।
Apr 26,2022, 12:54 PM IST
Trophy hunting
ଟ୍ରଫି ଶିକାର ନାଁରେ ବିଶ୍ୱର ସବୁଠୁ ବଡ଼ ଦାନ୍ତ ଥିବା ହାତୀକୁ ହତ୍ୟା, ସରକାର ପାଇଲେ ୪୦ ଲକ୍ଷ ଟଙ୍କ
ଗୋଟିଏ ହାତୀ ଶିକାର ପାଇଁ ଶିକାରୀ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଏହି ଶିକାର ପରେ ବୋତସ୍ୱାନା ଲୋକଙ୍କ ମଧ୍ୟରେ କ୍ରୋଧ ଦେଖାଦେଇଛି। ଏପରିକି ପୂର୍ବତନ ରାଷ୍ଟ୍ରପତି ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
Apr 21,2022, 20:52 PM IST
Akshay Kumar
ଅକ୍ଷୟ କୁମାର ମାଗିଲେ କ୍ଷମା, ଜାଣନ୍ତୁ ଏହା ପଛର କାରଣ
Akshay Kumar: ଗୁଟଖା ବିଜ୍ଞାପନ ପାଇଁ ଗତ କିଛି ଦିନ ହେବ ସମାଲୋଚନାର ଶିକାର ହୋଇଥିବା ବଲିଉଡର ଭେଟେରାନ ଆକ୍ଟର ଅକ୍ଷୟ କୁମାର ତାଙ୍କ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ଅକ୍ଷୟ କୁମାର (Akshay Kumar) ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରଶଂସକଙ୍କ ଭାବନାକୁ ସମ୍ମାନ କରନ୍ତି ଓ ଏହି ବିଜ୍ଞାପ
Apr 21,2022, 8:28 AM IST
Petrol price
ଚାକିରିଆଙ୍କ ମୁହଁରେ ହସ ଫୁଟାଇବ ତେଲ ସଙ୍କଟ! ସରକାର ନେବାକୁ ଯାଉଛନ୍ତି ଏହି ବଡ଼ ପଦକ୍ଷେପ
ମହାମାରୀ କୋରୋନା (Coronavius) ପୂର୍ବରୁ ରାଜନୈତିକ ଅସ୍ଥିରତା ଓ ପରେ ଆର୍ଥନୈତିକ ସଙ୍କଟ ଦେଇ ନେପାଳ (Nepal) ଗତି କରୁଛି। ଏହାରି ମଧ୍ୟରେ ବିଶ୍ୱ ବଜାରର ମହଙ୍ଗା ତେଲ ନେପାଳ ସରକାରଙ୍କ ଚିନ୍ତା ବଢାଇ ଦେଇଛି।
Apr 19,2022, 11:48 AM IST
India Poverty
ଆଠ ବର୍ଷରେ ବଦଳିଛି ଭାରତ, ଚମକାଇଦେଲା ବିଶ୍ୱ ବ୍ୟାଙ୍କ ରିପୋର୍ଟ
ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ, ଆଠ ବର୍ଷ ମଧ୍ୟରେ ଭାରତରେ ଦାରିଦ୍ର୍ୟ ୧୨.୩ ପ୍ରତିଶତ ହ୍ରାସ ଘଟିଛି। ୨୦୧୧ରେ ଦାରିଦ୍ର୍ୟ ହାର ୨୨.୫ ଥିଲା। ୨୦୧୫ରେ ଏହା ୧୯.୧ ପ୍ରତିଶତକୁ ଖସିଥିଲା।
Apr 18,2022, 13:56 PM IST
Kalahandi
ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ
ପ୍ରତିବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ ବିଭିନ୍ନ ପ୍ରକାର ବନଜାତ ଦ୍ରବ୍ୟର ସମ୍ଭାର ଦେଖାଦିଏ। ଏହି ସମୟରେ କଳାହାଣ୍ଡି ଜିଲ୍ଲାର ବଣ ମୂଳକରେ ବସବାସ କରୁଥିବା ଗରିବ ଆଦିବାସୀ, ବନବାସୀ ବନଜାତ ଦ୍ରବ୍ୟ ସଂଗ୍ରହ କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି।
Apr 16,2022, 12:02 PM IST
Summer
ଗ୍ରୀଷ୍ମରେ ଗରମ ଓ ବିଦ୍ୟୁତ ବିଲରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଛଅଟି ଉପାୟ
ଚଳିତ ବର୍ଷ ଗରମ ହେଉଥିବାରୁ ଲାଗୁଛି ଯେ, ଅନେକ ଘରେ ଏୟାର କଣ୍ଡିସନର ନିଶ୍ଚିତ ଭାବରେ ଟେଷ୍ଟ ମ୍ୟାଚ ଖେଳିବା ଭଳି ସେଟ୍ ହୋଇଥିବ। ଏହାର ଅର୍ଥ ହେଉଛି ଯେ ଏସି ଟର୍ନ୍ ଅନ୍ ହେବା ପରେ ଏହା ନିଶ୍ଚିତ ଭାବରେ ଏକ ଦୀର୍ଘ ସମୟ ଚାଲିବ।
Apr 15,2022, 13:34 PM IST
Coin
ଅଚଳ ହୋଇଛି ସଚଳ ଟଙ୍କା; ଅଘୋଷିତ ବେଆଇନ ଖୁଚୁରା ଟଙ୍କା
ସରକାର ଏହିସବୁ ମୁଦ୍ରା ପ୍ରଚଳିନ ଜାରି ରଖିଥିବା ସତ୍ତ୍ୱେ ଏହିସବୁ କଏନ ବ୍ୟବସାୟୀ ଗ୍ରହଣ କରୁନାହାନ୍ତି । ଅନେକ ସମୟରେ ଲୋକେ ଏହାକୁ ନେଇ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।
Apr 12,2022, 10:14 AM IST
Keonjhar
କେନ୍ଦୁଝରରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
ସୋମବାର ଠାରୁ ଯୋଡା ସହରରେ ୧୪୪ ଧାରା ଜାରି ହେବା ସହ ୧୪ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି । ଯୋଡ଼ାରେ ଏବେ ପରିସ୍ଥିତି ଶାନ୍ତ ଥିବା ଜଣାଯାଇଛି ।
Apr 12,2022, 9:28 AM IST
visa
ଭିସା ବୈଧତା ସମାପ୍ତ ହେବା ପରେ ମଧ୍ୟ ଭାରତରେ ରହୁଥିବା ବିଦେଶୀମାନଙ୍କ ପାଇଁ ସତର୍କ ଘଣ୍ଟି
ସରକାର ଭାରତକୁ ଆସୁଥିବା ସମସ୍ତ ବିଦେଶୀଙ୍କ ଡାଟାବେସ୍ ପ୍ରସ୍ତୁତ କରୁଛନ୍ତି । ବିଦେଶୀ ନାଗରିକଙ୍କୁ ଭିସା ଦେବାବେଳେ ଏହା ଅନୁସନ୍ଧାନରେ ସହାୟକ ହେବ ବୋଲି ସରକାର ବିଶ୍ୱାସ କରୁଛନ୍ତି ।
Apr 12,2022, 8:59 AM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.