Weather Update: ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଉପକୂଳ ଓଡି଼ଶା ଉପରେ ଉର୍ଦ୍ଧ୍ବ ବାୟୁ ଘୂର୍ଣ୍ଣିବଳୟ ଦକ୍ଷିଣ -ପଶ୍ଚିମ ଦିଗରେ ଅଗ୍ରସର ହେଉଛି। ପ୍ରଭାବରେ ଉତ୍ତର ଓଡି଼ଶାର ଅନେକ ସ୍ଥାନ ଓ ଦକ୍ଷିଣ ଓଡି଼ଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହୋଇଛି।
Trending Photos
Maximum temperature (in°C) and rainfall (in mm) recorded at 17:30Hrs IST on dated- 28th October 2024. pic.twitter.com/1mwDzVRcRO
— Meteorological Centre, Bhubaneswar (@mcbbsr) October 28, 2024