Advertisement
Photo Details/zeeodisha/odisha2462353
photoDetails0hindi

Petrol Price Today: କେତେ ବଦଳିଲା ପେଟ୍ରୋଲ ଡିଜେଲ୍ ଦର ? ମିଳିଲା କି ଆଶ୍ୱସ୍ତି ? ପଢ଼ନ୍ତୁ

Petrol-Diesel Prices Today: ନୂଆଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 94.72 ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ 104.21 ଟଙ୍କା । କୋଲକାତାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 103.94 ଟଙ୍କା ରହିଛି। ଏଥି ସହିତ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 100.75 ଟଙ୍କା ରହିଛି।

1/5

ମେଟ୍ରୋ ସହରରେ ପେଟ୍ରୋଲ ଦର

ଆଜି ନୂଆଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 94.72 ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ 104.21 ଟଙ୍କା । କୋଲକାତାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 103.94 ଟଙ୍କା ରହିଛି। ଏଥି ସହିତ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 100.75 ଟଙ୍କା ରହିଛି।

2/5

ଆଜି ନୂଆଦିଲ୍ଲୀରେ ଡିଜେଲର ମୂଲ୍ୟ 87.62 ଟଙ୍କା ରହିଛି। ମୁମ୍ବାଇରେ ଡିଜେଲର ମୂଲ୍ୟ 92.15 ଟଙ୍କା ରହିଛି। କୋଲକାତାରେ ଡିଜେଲର ମୂଲ୍ୟ ଲିଟର ପିଛା 90.76 ଟଙ୍କା ଏବଂ ଚେନ୍ନାଇରେ ଡିଜେଲର ମୂଲ୍ୟ ଲିଟର ପିଛା 92.34 ଟଙ୍କା ରହିଛି।

3/5

ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପ୍ରତି 101ଟଙ୍କା 6 ପଇସା ରହିଛି ଗତକାଲି ଏହା 100ଟଙ୍କା 97 ପଇସା ରହିଥିଲା ।

4/5

ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆନ୍ତର୍ଜାତୀୟ ଅଶୋଧିତ ତୌଳ ମୂଲ୍ୟ ଉପରେ ଆଧାରିତ। ଭାରତୀୟ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ସମୀକ୍ଷା କରିବା ପରେ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର କରନ୍ତି। ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ତୈଳ କମ୍ପାନୀଗୁଡିକ ପ୍ରତିଦିନ ସକାଳେ ବିଭିନ୍ନ ସହରର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବିଷୟରେ ସୂଚନା ଅପଡେଟ୍ କରନ୍ତି।

5/5

ଆପଣଙ୍କୁ କହିରଖୁଛୁ ଯେ, ରାଜ୍ୟ ସ୍ତରରେ ପେଟ୍ରୋଲ ଉପରେ ଲାଗୁ ହୋଇଥିବା ଟିକସ ଯୋଗୁଁ ବିଭିନ୍ନ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଭିନ୍ନ ରହିଥାଏ । ଆପଣ ନିଜ ଫୋନରୁ SMS ମାଧ୍ୟମରେ ପ୍ରତିଦିନ ଭାରତର ପ୍ରମୁଖ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଜାଣିପାରିବେ । ଏଥିପାଇଁ ଇଣ୍ଡିଆନ୍ ଅଏଲ୍ (IOCL) ଗ୍ରାହକଙ୍କୁ RSP କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ ।