Petrol Diesel Price Today: ଶସ୍ତା ହେଲା କି ପେଟ୍ରୋଲ ଏବଂ ଡିଜେଲ? ଜାଣନ୍ତୁ କଣ ରହିଛି ଦର
Advertisement

Petrol Diesel Price Today: ଶସ୍ତା ହେଲା କି ପେଟ୍ରୋଲ ଏବଂ ଡିଜେଲ? ଜାଣନ୍ତୁ କଣ ରହିଛି ଦର

Petrol Diesel Price Today: ଆଜି ୨ ମାର୍ଚ୍ଚ ୨୦୨୪ରେ ରାଜଧାନୀ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆସନ୍ତୁ ଜାଣିବା ।

Petrol Diesel Price Today: ଶସ୍ତା ହେଲା କି ପେଟ୍ରୋଲ ଏବଂ ଡିଜେଲ? ଜାଣନ୍ତୁ କଣ ରହିଛି ଦର

Petrol Diesel Price 02 March 2024: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ତୈଳ କମ୍ପାନୀଗୁଡିକ ଦ୍ୱାରା ପ୍ରତିଦିନ ସଂଶୋଧିତ ହୋଇଥାଏ । ଶନିବାର, ମାର୍ଚ୍ଚ ୨ ତାରିଖରେ, ଭୁବନେଶ୍ୱର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଅନ୍ୟାନ୍ୟ ସହରରେ ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କେତେ? ଆସନ୍ତୁ ଜାଣିବା ।

ମେଟ୍ରୋ ସିଟିରେ ତୈଳ ଦର
ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୬.୭୨ ଟଙ୍କା ରହିଛି। ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬.୩୧ ଟଙ୍କା, କୋଲକାତାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୬.୦୩ ଟଙ୍କା ରହିଛି। ଚେନ୍ନାଇରେ ଲିଟର ପିଛା ୧୦୨.୭୪ ଟଙ୍କା ପେଟ୍ରୋଲ ଦର ରହିଛି । ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା ୮୯.୬୨ ଟଙ୍କା, ମୁମ୍ବାଇରେ ଡିଜେଲ ଲିଟର ପିଛା ୯୪.୨୭ ଟଙ୍କା, କୋଲକାତାରେ ଡିଜେଲ ମୂଲ୍ୟ ଲିଟର ପିଛା ୯୨.୭୬ ଟଙ୍କା, ଚେନ୍ନାଇରେ ଲିଟର ପିଛା ୯୪.୩୩ ଟଙ୍କା ଡିଜେଲର ଦର ରହିଛି ।

ଦେଶର ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଦର
ନୋଏଡାରେ ପେଟ୍ରୋଲର ମୂଲ୍ୟ ୯୬.୬୫ଟଙ୍କା । ଗାଜିଆବାଦରେ ୯୬.୫୮ ଟଙ୍କା । ଗୁରୁଗ୍ରାମରେ ମୂଲ୍ୟ ୯୭.୧୮ ଟଙ୍କା । ଲକ୍ଷ୍ନୌରେ ମୂଲ୍ୟ ୯୬.୫୭ ଟଙ୍କା। ଆଗ୍ରାରେ ମୂଲ୍ୟ ୯୬.୬୩ ଟଙ୍କା । ମଥୁରାରେ ମୂଲ୍ୟ ୯୬.୩୫ ଟଙ୍କା । ଜୟପୁରରେ ମୂଲ୍ୟ ୧୦୮.୪୮ । ବାରାଣାସୀରେ ମୂଲ୍ୟ ୯୬.୮୯ ଟଙ୍କା । ଅଯୋଧ୍ୟାରେ ପେଟ୍ରୋଲ ମୂଲ୍ୟ ୯୭.୦୩ ଟଙ୍କା । କାନପୁରରେ ପେଟ୍ରୋଲ ମୂଲ୍ୟ ୯୬.୭୧ ଟଙ୍କା । ପାଟନାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୭.୨୪ ଟଙ୍କା ରହିଛି। ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୩.୧୮ ପଇସା ରହିଛି ।

ଦେଶର ପ୍ରମୁଖ ସହର ଗୁଡିକରେ ଡିଜେଲର ଦର
ଲକ୍ଷ୍ନୌରେ ଡିଜେଲ ମୂଲ୍ୟ ୮୯.୭୬ ଟଙ୍କା। ଗୁରୁଗ୍ରାମରେ ଡିଜେଲ ମୂଲ୍ୟ ୯୦.୦୫ ଟଙ୍କା । ଅଗରରେ ଡିଜେଲ ମୂଲ୍ୟ ହେଉଛି ୮୯.୫୭ ଟଙ୍କା। ଗାଜିଆବାଦରେ ଡିଜେଲ ମୂଲ୍ୟ ୮୯.୭୫ ଟଙ୍କା । ନୋଏଡାରେ ଡିଜେଲ ମୂଲ୍ୟ ୮୯.୭୬ ଟଙ୍କା । ମଥୁରାରେ ଡିଜେଲ ମୂଲ୍ୟ ୮୯.୬୧ ଟଙ୍କା । ଜୟପୁରରେ ଡିଜେଲ ମୂଲ୍ୟ ହେଉଛି ୯୩.୬୯ ଟଙ୍କା। ବାରାଣାସୀରେ ଡିଜେଲ ମୂଲ୍ୟ ହେଉଛି ୯୦.୬୪ ଟଙ୍କା। ଅଯୋଧ୍ୟାରେ ଡିଜେଲ ମୂଲ୍ୟ ୯୦.୨୨ ଟଙ୍କା । କାନପୁରରେ ଡିଜେଲ ମୂଲ୍ୟ ହେଉଛି ୯୦.୧୩ ଟଙ୍କା। ପାଟନାରେ ଡିଜେଲ ମୂଲ୍ୟ ଲିଟର ପିଛା ୯୪.୩୨ ଟଙ୍କା । ଭୁବନେଶ୍ୱରରେ ଡିଜେଲ ଦର ୯୪.୭୫ ଟଙ୍କା ରହିଛି ।

ଘରେ ବସି ତୌଳ ଦର ଯାଞ୍ଚ କରନ୍ତୁ
ଆପଣ ନିଜ ଫୋନ୍ ମାଧ୍ୟମରେ SMS ପଠାଇ କିମ୍ବା ୱେବସାଇଟ୍ ଭିଜିଟ୍ କରି ଇନ୍ଧନର ମୂଲ୍ୟ ଜାଣିପାରିବେ । ଏଥିପାଇଁ 9222201122 ନମ୍ବରରେ ଆପଣଙ୍କ ସହରର HP ଏବଂ ପିନ୍ କୋଡ୍ ଟାଇପ୍ କରି ହିନ୍ଦୁସ୍ତାନ ପେଟ୍ରୋଲିୟମକୁ ମେସେଜ୍ ପଠାଇ ଦିଅନ୍ତୁ । 9223112222 ନମ୍ବରରେ ଭାରତ ପେଟ୍ରୋଲିୟମକୁ ଏବଂ 9222201122 ନମ୍ବରରେ ଇଣ୍ଡିଆନ ତେଲକୁ RSP ସହିତ ଆପଣଙ୍କ ସହରର ପିନ୍ କୋଡ୍ ଟାଇପ୍ କରି ଏକ ମେସେଜ୍ ପଠାନ୍ତୁ । ରାଜ୍ୟର ସ୍ଥାନୀୟ ଟିକସ ଯୋଗୁଁ ବିଭିନ୍ନ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଭିନ୍ନ ହୋଇଥାଏ।

Also Read- Vigilance Raid: ଭିଜିଲାନ୍ସ ଜାଲରେ ଗଞ୍ଜାମ ଆସିକା ଜଳସମ୍ପଦ ବିଭାଗର ୨ କର୍ମଚାରୀ

Also Read- ଆମେରିକାରେ ଗୁଳିମାଡ, ଭାରତୀୟ ନୃତ୍ୟଶିଳ୍ପୀଙ୍କ ମୃତ୍ୟୁ